Shooting

ଭାରତୀୟ ପାରାସୁଟରଙ୍କ କମାଲ

ଟୋକିଓ: ଟୋକିଓ ପାରାଅଲିମ୍ପିକର ଏକାଦଶତମ ଦିବସରେ ଭାରତ ଉପରେ ସୁନା ଏବଂ ରୂପାର ବର୍ଷା ହୋଇଛି । ଦିନର ଆରମ୍ଭରୁ ଭାରତୀୟ ଶୁଟରମାନଙ୍କୁ ଦୁଇଟି ପଦକ ହାସଲ ହୋଇଛି । ଶୁଟିଂରେ ଭାରତୀୟ ଆଥଲେଟ ମାନଙ୍କର କମାଲ ଦେଖିବାକୁ ମିଳିଛି । ଏହି ଇଭେଣ୍ଟରେ ଭାରତକୁ ଦୁଇଟି ପଦକ ଉପହାର ଦେଇଛନ୍ତି ଫରିଦାବାଦର ମନୀଷ ନରୱାଲ ଏବଂ ସିଂହରାଜ । ୫୦ ମିଟର ପିସ୍ତଲ ଏସଏଚ-୧ରେ ମନୀଷ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ସିଂହରାଜଙ୍କୁ ରୌପ୍ୟ ପଦକ ହାସଲ ହୋଇଛି । ଏହାଦ୍ୱାରା ଭାରତର ପଦକ ସଂଖ୍ୟା ୧୫ରେ ପହଞ୍ଚିଥିବା ବେଳେ ଏଥିମଧ୍ୟରେ ୩ଟି ସ୍ୱର୍ଣ୍ଣ ପଦକ ସାମିଲ ରହିଛି ।

Related posts

ଅଭିନବ ବିନ୍ଦ୍ରା ଟାର୍ଗେଟ ପର୍ଫର୍ମାନ୍ସ ସେଣ୍ଟର ଉଦଘାଟିତ

Odisha Sports Bureau

ରାଇଫଲ ସୁଟିଙ୍ଗରେ ସ୍ୱର୍ଣ୍ଣ ପଦକ ଜିତିଲେ ଅନୁଗୁଳ ଝୀଅ ଦିବ୍ୟାସା ପ୍ରିୟଦର୍ଶିନୀ ଚୋପଦାର

Odisha Sports Bureau

ଜୁନିୟର ବନ୍ଧୁକ ଚାଳନା ବିଶ୍ୱ କପ୍: ଭାରତୀୟ ମହିଳା ଟିମ୍ କଲେ ବିଶ୍ୱ ରେକର୍ଡ