Uncategorized

ଭାରତ ପାଇଁ ରୌପ୍ୟ ଆଣିଲେ ଝିଲି

ନୂଆଦିଲ୍ଲୀ: କମନ ୱେଟଲିଫ୍ଟିଙ୍ଗ ଚମ୍ପିଆନସିପ ବା ତାସକେଣ୍ଟରେ ଭାରତକୁ ମିଳିଛସି ରୌପ୍ୟ ପଦକ । ନାଇଜେରିଆର ପିଟର ଷ୍ଟେଲା କିଙ୍ଗସଲିଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ନଦକ ହାସଲ କରିଛନ୍ତି ଝିଲି । ଏହି ପ୍ରତିଯୋଗିତାରେ କିଙ୍ଗସଲି ୧୬୮କେଜି(୭୨ ୯୬)ର ଓଜନ ଉଠାଇଥିବା ବେଳେ ଭାରତର ଝିଲି ଦଳବେହେରା ୧୬୭କେଜି(୭୩ ୯୪) ଉଠାଇ ଦ୍ୱିତୀୟରେ ରହିଛନ୍ତି ।
ଓଜନ ବର୍ଗରେ ଅଲିମ୍ପିକ ରୌପ୍ୟ ପଦକ ବିଜେତା ମିରାବାଇ ଚାନୁଙ୍କ ସହ ଝିଲି ପ୍ରତିଯୋଗୀତା କରୁଥିଲେ । କମନୱେଲଥ ଭାରୋତ୍ତୋଳନ ଚାମ୍ପିଅନସିପ ମଧ୍ୟ ବର୍ମିଂହାମରେ ୨୦୨୨ CWGର ଯୋଗ୍ୟତା ଇଭେଣ୍ଟ ଭାବରେ କାର୍ୟ୍ୟ କରିବ । କମନୱେଲଥ ଭାରୋତ୍ତୋଳନ ଚାମ୍ପିଅନସିପରେ ପ୍ରତ୍ୟେକ ଓଜନ ବର୍ଗରେ ସ୍ୱର୍ଣ୍ଣ ପଦକ ବିଜେତାମାନେ ୨୦୨୨ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ ଏବଂ ଅନ୍ୟମାନେ କମନୱେଲଥ ମାନ୍ୟତା ମାଧ୍ୟମରେ ଯୋଗ୍ୟତା ଅର୍ଜନ କରିବେ । ସେ ବର୍ତ୍ତମାନ କମନୱେଲଥ ର଼୍ୟାଙ୍କିଙ୍ଗରେ ଏକ ନମ୍ବର ଥିବାରୁ ଚାନୁ ଯୋଗ୍ୟତା ଅର୍ଜନ କରିପାରିବେ ।

Related posts

ପ୍ୟାରିସ ଅଲିମ୍ପିକ୍ସରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛି ଚାଇନା

Odisha Sports Bureau

ଏଏଫସି ଏସିଆନ୍ କପ୍ ୨୦୨୪ ଭାରତୀୟ ଦଳର ନାମ ଘୋଷଣା

Odisha Sports Bureau

ଜାତୀୟ କ୍ରୀଡ଼ାରେ ସଫଳତା ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଜିମ୍ନାଷ୍ଟିକ ଷ୍ଟାର ପ୍ରଣତୀ ନାୟକ

Odisha Sports Bureau