Cricket More Sports

କ୍ରିକେଟରଙ୍କ ସହିତ ଫିଲ୍ମ ‘କ୍ୱିନ୍’ର ୮ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କଲେ କଙ୍ଗନା

(ମୁମ୍ବାଇ) : କଙ୍ଗନା ରଣାୱତ ନିକଟରେ ଓଟିଟି ପ୍ଲାଟଫର୍ମରେ ରିଆଲିଟି ଶୋ’ ‘ଲକ୍ଅପ୍’ ହୋଷ୍ଟ କରୁଥିବା ଦେଖାଯାଉଛି। ‘ଲକ୍ଅପ୍’ କୁ ବହୁତ ଭଲ ପ୍ରତିକ୍ରିୟା ମିଳୁଛି। ଉକ୍ତ ସମୟରେ କଙ୍ଗନା ଫିଲ୍ମ ‘କ୍ୱିନ୍’ର ୮ ବର୍ଷ ପୁରଣ ହେବାକୁ ନେଇ ଉତ୍ସବ ପାଳନ କରିଛନ୍ତି। ଏହି ଖାସ ଅବସରରେ କଙ୍ଗନା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କ ସହିତ ବିରାଟ କୋହଲି, ଏମଏସ ଧୋନି ଏବଂ ଅନ୍ୟ ଖେଳାଳି ନଜର ଆସିଛନ୍ତି।

ସୂଚନାନୁଯାୟୀ , ସେ କ୍ୟାପସନରେ ଲେଖିଛନ୍ତି- ‘ଏହି ଦିନ ୨୦୧୪ ରେ (ମାର୍ଚ୍ଚ ୭) କ୍ୱିନ୍ ନାମକ ଏକ ଫିଲ୍ମ …. ଏବଂ ଏହା ମୋ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ଏହା ପରେ ମୁଁ ଅନେକ ରୋଲ୍ କରିଛି… ଦତ୍ତୋ, ମାଣିକର୍ଣ୍ଣିକା, ଥଲାଇଭି କିନ୍ତୁ ମୁଁ କମ୍ ଜାଣି ଥିଲି, ମୁଁ କଣ କରିଛି, ମୁଁ କ’ଣ କରିବି, ମୋତେ ସବୁବେଳେ କ୍ୱିନ୍ ପରି ମନେ ରଖାଯିବ। ପୋଷ୍ଟର ବ୍ୟାକଗ୍ରାଉଣ୍ଡରେ ଲଣ୍ଡନ ଠୁମକଦା ଗୀତ ବାଜୁଛି।

Related posts

ICC ରାଙ୍କିଙ୍ଗରେ ପୁଣି ଚମକିଲେ ଦୀପ୍ତି ଶର୍ମା, ଶୀର୍ଷରେ ବଜାୟ, ଏହି ଭାରତୀୟ ଖେଳାଳିମାନେ ମଧ୍ୟ ଡେଇଁଲେ

Odisha Sports Bureau

ପ୍ରୋ କବାଡ୍ଡୀ ୨୦୧୯ରେ ଦିଲ୍ଲୀ-ହରୀୟାଣାର ବିଜୟ

Odisha Sports Bureau

ଧୋନିଙ୍କ ଆଣ୍ଠୁ ଚିକିତ୍ସା ପାଇଁ ମୁମ୍ବାଇସ୍ଥିତ ସ୍ପୋର୍ଟ୍ସ ଆର୍ଥୋପେଡିକ୍ସ ଡାକ୍ତରଙ୍କ ପରାମର୍ଶ ନେବେ