Cricket

ବାରବାଟୀରେ ହାରିଲା ଭାରତ

କଟକ: ବାରବାଟୀରେ ଦକ୍ଷିଣ ଆଫ୍ରିକାର ଦମଦାର ବିଜୟ। ୪ ୱିକେଟରେ ଜିତିଲା ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକାକୁ ୧୪୯ ରନର ଟାର୍ଗେଟ୍ ଦେଇଥିଲା ଭାରତ । କିନ୍ତୁ କ୍ଲାଶେନ୍‌ଙ୍କ ଧୂଆଁଧାର୍ ୮୧ ରନ୍ ବଳରେ ବିଜୟ ହାସଲ କରିିିଛି ଟିମ୍ ଦ.ଆଫ୍ରିକା । ଅନ୍ୟପଟେ ଭୁବନେଶ୍ବର କୁମାର ଅକ୍ତିଆର୍ କରିଛନ୍ତି ସର୍ବାଧିକ ୪ ୱିକେଟ୍ । ତେବେ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜ୍‌ରେ ଦ.ଆଫ୍ରିକା ୨-୦ରେ ଆଗୁଆ ରହିଛି।

Related posts

ବିବାହ କଲେ ଭାରତୀୟ କ୍ରିକେଟର ରାହୁଲ

Odisha Sports Bureau

ଟେଷ୍ଟ ପୂର୍ବରୁ ଭାରତ ଫେରିଲେ ବିରାଟ

Odisha Sports Bureau

ରୋହିତଙ୍କ ପ୍ରମୋସନ ବଢାଉଛି କୋହଲୀଙ୍କ ଚିନ୍ତା

Odisha Sports Bureau