Cricket

୨୨୦ ନ୍ୟୁଜିଲାଣ୍ଡ ପାଇଁ ବିଜୟର ଲକ୍ଷ୍ୟ

ଖ୍ରୀଷ୍ଟଚର୍ଚ୍ଚ: ଏବେ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ ଦଳ । କାହିଁକି ନା, ସେଠାରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ଏବଂ ତିନି ମ୍ୟାଚ ବିଶିଷ୍ଟ ଓଡ଼ିଆଇ ସିରିଜ ଖେଳାଯାଉଛି । ଟି-୨୦ ସିରିଜ ଶେଷ ହୋଇଛି। ଯେଉଁଥିରେ ଭାରତ ନ୍ୟୁଜିଲାଣ୍ଡକୁ ୧-୦ରେ ପରାସ୍ତ କରିଛି । ଏଥି ସହିତ ବୁଧବାର ଓଡ଼ିଆଇ ସିରିଜର ତୃତୀୟ ମ୍ୟାଚ ଖେଳାଯାଉଛି । ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତୀୟ ଦଳ ବ୍ୟାଟିଂ କରି ୪୭.୩ ଓଭରରେ ୧୦ ଓ୍ବିକେଟ ହରାଇ ୨୧୯ କରିଛି। ନ୍ୟୁଜିଲାଣ୍ଡ ସମ୍ମୁଖରେ ବିଜୟ ଲକ୍ଷ୍ୟ ୨୨୦ ରନ ରହିଛି । ଅଧିନାୟକ ଶିଖର ଧାୱନ କେବଳ ୨୮ ରନ୍, ଗିଲ ୧୩ ରନ, ପନ୍ତ ୧୦ ରନ ଏବଂ ଆୟର ୪୯ ରନ କରିଥିଲେ।

 

Related posts

ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ : ଆଜିଠୁ ଅନଲାଇନ ଟିକେଟ୍ ବିକ୍ରି

Odisha Sports Bureau

ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ପ୍ରଶଂସକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ

Odisha Sports Bureau

ଖେଳାଳିଙ୍କୁ ଧରି କାନ୍ଦିଲେ ବାଳ‌କ

Odisha Sports Bureau