Cricket

ଆଗାମୀ ଦଶନ୍ଧୀ ଧରି ବିଶ୍ୱ କ୍ରିକେଟରେ ରାଜ କରିବେ ଭାରତୀୟ ଯୁବ ତାରକା ଶୁବମନ ଗିଲ: ହେଡେନ୍

ପରର୍ବତୀ ଦଶନ୍ଧୀ ଧରି ବିଶ୍ୱ କ୍ରିକେଟରେ ରାଜ କରିବେ ଭାରତୀୟ ଯୁବ ତାରକା ଶୁବମନ ଗିଲ୍ । ସେ ବର୍ତ୍ତମାନ ଚଳିତ ଆଇପିଏଲ ରେ ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳୁଥିବା ଦେଖାଯଛି । ତାଙ୍କର ବଡ ସ୍କୋର ଦେଖିବା ପରେ ସେ ବିଶ୍ୱ କ୍ରିକେଟରେ ରାଜ କରିବେ ବୋଲି କହିଛନ୍ତି କିଂବଦନ୍ତି ଅଷ୍ଟ୍ରେଲୀୟ ଓପ୍ନର ମାଥ୍ୟୁ ହେଡେନ । ୨୩ ବର୍ଷ ବୟସ୍କ ଗିଲ୍ ଇତି ମଧ୍ୟରେ ଟେଷ୍ଟ୍ରେ ୨ଟି ଶତକ, ଦିନିକିଆ ଆନ୍ତର୍ଜାତିକରେ ୪ ଏବଂ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ଗୋଟିଏ ଶତକ ମାରିସାରିଲେଣି। ଏହାପରେ ଗୁଜରାଟ ଟାଇଟନ୍ସ ପକ୍ଷରୁ ପଞ୍ଜାବ ବିପକ୍ଷ ମ୍ୟାଚ୍ରେ ୪୯ ବଲ୍ରୁ ୬୭ ରନ୍ କରିବା ତାଙ୍କ ପ୍ରତିଭାର ପ୍ରମାଣିତ ଦେଇଛି। ସେ ଏଭଳି ଜଣେ ଖେଳାଳି ଯେକି ବିଶ୍ୱ କ୍ରିକେଟରେ ବେସ ଦିନ ଆଧିପତ୍ୟ ବିସ୍ତାର କରିପାରିବେ ବେବୋଲି କହିଛନ୍ତି ହେଡେନ୍ ।

 

Related posts

ଦିନିକିଆ ଦଳକୁ ଫେରିବା ଲକ୍ଷ୍ୟରେ ପାଣ୍ଡ୍ୟା

Odisha Sports Bureau

BCCI ନୂଆ ସଚିବ ହେଲେ ଦେବଜୀତ ସାଇକିଆ

Odisha Sports Bureau

ସ୍ଲୋ ଓଭର ରେଟ ପାଇଁ କେଏଲ ରାହୁଲ ଓ ଋତୁରାଜଙ୍କ ଉପରେ ବିସିସିଆଇ ଲଗାଇଲେ ଜରିମାନା

Odisha Sports Bureau