Cricket

ବିରାଟଙ୍କୁ ନେଇ ହରଭଜନଙ୍କ ଚମତ୍କାର ମନ୍ତବ୍ୟ

ଆଜି ରାଜସ୍ଥାନ ରୋୟାଳ ଓ କୋଲକାତା ନାଇଟ ରାଇଡର୍ସ ଆଜି ମୁକରାବିଲା ଦେଖିବାକୁ ମଳବି । ରେୟାଲ ଚ୍ୟଲେଞ୍ଜରରେ ବିରାଟ ଭଳି ଭଲ ବ୍ୟାଟ୍ସମୃାନ ଥାଉ ଥାଉ ବାରମ୍ବାର ବ୍ୟାଙ୍ଗଲୋର ବାର ବାର ହାରର ସମ୍ମୁଖୀନ ହୋବାକୁ ପଡୁଛି । ଆଇପିଏଲ ୨୦୨୩ ର ୭ ଟି ମ୍ୟାଚରେ କୋହଲି ବାଙ୍ଗାଲୋର ପାଇଁ ୨୭୯ ରନ୍ କରିଛନ୍ତି ।
ହରବଜନ କହିଛନ୍ତି ଯଦି ଆରସିବିକୁ ଆଗେଇବାକୁ ହେବ ତେବେ ବିରାଟକୁ ଟିମର ନେତୃତ୍ୱ ନେବାକୁ ହେବ ।ବିଣାଟ ଓ ଫାପ୍ଙ୍କ ଯୋଡି ବହୁତ ଭଲ । ବିରାଟ ଓ ଫାପ୍ ଭଲ ପ୍ରଦର୍ଶନ କରିବ ଏହା ଆରସିବି ପାଇଁ ଭଲ ହେବ ।ଉଚ୍ଚ ସ୍କେର କରି ଜିତିବାକୁ ହେଲେ ଆରସିବିକୁ ଜିତିବାକୁ ହେଲେ କୋହଲିକୁ ଭଲଭାବରେ ଖେଳିବାକଚୁ ହେବ । ବିରାଟ ଜଣେ ଭଲ ବ୍ୟାଟ୍ସମ୍ୟାନ ତାଙ୍କର ଖେଳ ଉଚ୍ଚ କେଟିର ।

 

Related posts

T20ରୁ ବାଦ ପଡି କିଛି ଏମିତି ପୋଷ୍ଟ କଲେ ଏହି କ୍ରିକେଟ ଖେଳାଳି

Odisha Sports Bureau

ଲକ୍ଷ୍ମଣ ହେଲେ NCAର ନୂଆ ମୁଖିଆ

Odisha Sports Bureau

ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବାକୁ ଭାରତ ଆସିବେ ପାକିସ୍ତାନର ପ୍ରତିନିଧି

Odisha Sports Bureau