Cricket

ବିରାଟଙ୍କ ପାଦ ଛୁଇଁଲେ ରିଙ୍କୁ

କୋଲକାତା ୪ଟି ମ୍ୟାଚ ହାରିବା ପରେ ଗତକାଲି ବାଙ୍ଗଲୋର ବିପକ୍ଷରେ ହୋଇଥିବା ମ୍ୟାଚରେ କୋଲକାତା ପ୍ରଥମ ବିଜୟ ହାସଲ କରିଛି ।ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେଏହିମ୍ୟାଚ ଖେଲା ଯାଇଥିଲା ।ଏହିମ୍ୟଚରେ ଏକ ଭିନ୍ନ ଦୃଷ୍ୟ ଦେଖିବାକୁ ମିଳିଥିଲା ।ଯେଉଁଠାରେ ଖେଳ ସରିବା ପରେ କେକେଆରର ଷ୍ଟାର ବ୍ୟାଟ୍ସମ୍ୟାନ ରିଙ୍କୁସିଂଙ୍କ ଏକ ଭିନ୍ନରୂପ ଦେଖିବାକୁ ମିଳିଛି ।ମ୍ୟାଚ ସରିବା ପରେବିରାଟଙ୍କ ପାଦ ଛୁଇଁଛି ରିଙ୍କୁ ।ଏହି ଭିଡିଓଟି ଭାଇରାଲ ହୋଇଛି ।
ମ୍ୟାଚସରିବାପରେଦୁଇଟିମରଖେଳାଳି ପରସ୍ପରସ ହିତକରମର୍ଦ୍ଦନ କରୁଥିବବେଳେ ରିଙ୍କୁ ବିରାଟ କୋହଲିଙ୍କ ପାଖକୁ ଯାଇ ତାଙ୍କ ପାଦକୁ ଛୁଇଁଥିଲେ।ଏହାପରେ ତୁରନ୍ତ ବିରାଟ ତାଙ୍କ ଆଲିଙ୍ଗନକ ରିଥିଲେ । ଯାହାର ଭିଡିଓ ଭାଇରଲ ହେଉଛି।ଏହାକୁ ଦେଖି ଫ୍ୟାନ୍ସ ପ୍ରଶଂସା ମଧ୍ୟ କରୁଛନ୍ତି।
ଆଇପିଏଲ୍ ୨୦୨୩ରେ ରିଙ୍କୁ ଜବରଦସ୍ତ ଖେଳୁଛନ୍ତି । ଚଳିତବର୍ଷ ସିଜିନ ଆରମ୍ଭରୁ ସେ ଚର୍ଚ୍ଚାରେ ରହିଛନ୍ତି।ଗୁଜରାଟ ଟାଇଟନ୍ସ ବିପକ୍ଷମ୍ୟାଚରେ ଶେଷ ଓଭରରେ ୫ ବଲରେ ଲଗାତାର ୫ଟି ଛକା ମାରି କେକେଆରକୁ ଜିତାଇଥିଲେ । ସେବେଠାରୁ ଚର୍ଚ୍ଚାରେ ରହିଛନ୍ତି ରିଙ୍କୁ।
ରିଙ୍କୁ ଏପର୍ୟ୍ୟ ନ୍ତ୮ ଟିମ୍ୟାଚ ଖେଳି ୧୮ ଛକା ମାରିସାରିଛନ୍ତି ।ଚଳିତ ସିଜିନରେ ତୃତୀୟ ସବୁଠାରୁ ଅଧିକ ଛକା ମାରିଥିବା ବ୍ୟାଟସମ୍ୟାନ ହେଲେ ରିଙ୍କୁ। ପ୍ରଥମରେ ରହିଛନ୍ତି ଫାପ ଡୁପ୍ଲେସୀ ୨୭ଟିଛକା, ଦ୍ୱିତୀୟରେ ରହିଛନ୍ତି ଗ୍ଲେନ ମ୍ୟାକ୍ସେଓ୍ଵଲ ।

Related posts

କୋଲକାତାକୁ ୧୮୨ ରନ ଟାର୍ଗେଟ ଦେଲା ହାଇଦ୍ରାବାଦ

Odisha Sports Bureau

ନିଜ ଇଶାରାରେ ଚିୟର ଲିଡର୍ସକୁ ନଚାଇଲେ

ଟି -୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍ ଆୟର୍ଲାଣ୍ଡ ବିପକ୍ଷରେ! ଏହି ଦିନ ପାକିସ୍ତାନ ସହ ସଂଘର୍ଷ ହୋଇପାରେ

Odisha Sports Bureau