Cricket

ସର୍ବାଧିକ ୱିକେଟ୍ ଦଖଲକରି ବ୍ରାଭୋଙ୍କ ସମକକ୍ଷ ହେଲେ ଚହଲ

ମୁମ୍ବାଇ : ରାଜସ୍ଥାନ ରୟାଲସର ସ୍ପିନର ୟୁଝବେନ୍ଦ୍ର ଚହଲ ଆଇପିଏଲରେ ସର୍ବାଧିକ ୱିକେଟ ନେଇ ଚେନ୍ନାଇ ସୁପର କିଙ୍ଗସର ବୋଲିଂ ପ୍ରଶିକ୍ଷକ ଡ୍ୱେନ ବ୍ରାଭୋଙ୍କ ସମକକ୍ଷ ହୋଇଛନ୍ତି । ଚହଲ ୧୪୨ ମ୍ୟାଚ୍ ଖେଳି ୧୮୩ ୱିକେଟ୍ ନେଇଥିବା ବେଳେ ବ୍ରଭୋ ଏହି ସଂଖ୍ୟାକୁ ଛୁଇଁବାକୁ ୧୬୧ଟି ମ୍ୟାଚ ଖେଳିଥିଲେ । ଶ୍ରେଷ୍ଠ ୫ଜଣଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ପୀୟୂଷ ଚାୱଲା (୧୭୪ ୱିକେଟ୍) ଚତୁର୍ଥ ସ୍ଥାନରେ ଅମିତ ମିଶ୍ରା ( ୧୭୨ ୱିକେଟ୍) ଏବଂ ପଞ୍ଚମ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନ ( ୧୭୧ ୱିକେଟ୍) ରହିଛନ୍ତି ।

Related posts

ଏୟାର ଇଣ୍ଡିଆର ବୋଇଂ ୭୭୭ ବିମାନରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ ଦଳ

ବିସିସିଆଇ ବାର୍ଷିକ କେନ୍ଦ୍ରୀୟ ଚୁକ୍ତିପ୍ରାପ୍ତ ଖେଳାଳି ତାଲିକାରୁ ବାଦ୍ ପଡ଼ିଲେ ଧୋନୀ

Odisha Sports Bureau

ଦ୍ୱିତୀୟ ଟି୨୦, ଟସ ଜିତି ପ୍ରଥମେ ବ୍ୟାଟିଂ ନ୍ୟୁଜିଲାଣ୍ଡ

Odisha Sports Bureau