volleyball

ବିଜୟ ଏବଂ ଶିବ ଓଡ଼ିଶା ଭଲିବଲ ଆସୋସିଏସନ ଉପସଭାପତି ମନୋନୀତ

ଭୁବନେଶ୍ୱର : କଟକ ବାରବାଟି ଷ୍ଟାଡିୟମସ୍ଥିତ କାଉନସିଲ ହଲରେ ଓଡ଼ିଶା ଭଲିବଲ ଆସୋସିଏସନର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ରବିବାର ସଂଘର କାର୍ୟ୍ୟକାରୀ ସଭାପତି କମଳା କାନ୍ତ ପାଣ୍ଡେଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ବୈଠକରେ ଦୁଇ ଜଣ ଉପସଭାପତିଙ୍କୁ ମନୋନୀତ କରାଯାଇଥିଲା। ସଭାପତି ଅଚ୍ୟୁତ ସାମନ୍ତଙ୍କ ଅନୁମୋଦନ କ୍ରମେ ଯାଜପୁରର ବିଜୟ କୁମାର ଧଳ ଏବଂ କନ୍ଧମାଳର ଶିବ ପ୍ରସାଦ ତ୍ରିପାଠୀଙ୍କୁ ଉପସଭାପତି ଦାୟିତ୍ବ ମିଳିଥିଲା। ନୂତନ ଭାବେ ମନୋନୀତ ଦୁଇ ଉପସଭାପତିଙ୍କୁ ବୈଠକ ସମୟରେ ଫୁଲତୋଡ଼ା ଦେଇ ସ୍ବାଗତ କରାଯାଇଥିଲା।

Related posts

ଡ ସାମନ୍ତ ଭଲିବଲ ଫେଡେରେସନ ଅଫ ଇଣ୍ଡିଆର ସଭାପତି ନିର୍ବାଚିତ

Odisha Sports Bureau

ଆନ୍ତଃ ମହାବିଦ୍ୟାଳୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟରେ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ଚମ୍ପିୟନ

Odisha Sports Bureau

ଭାରତୀୟ ସିନିୟର ମହିଳା ଭଲିବଲ ଦଳ ଇରାନକୁ ୩-୦ ସେଟ ରେ ପରାସ୍ତ କରି ୫ମ ସ୍ଥାନ ହାସଲ କରିଛି ।