Cricket

ଇନଷ୍ଟାଗ୍ରାମରେ ୨୫୦ ମିଲିୟନ ଫଲୋୟର୍ସ ପାର କରିବାରେ ପ୍ରଥମ ଏସୀୟ ହେଉଛନ୍ତି କୋହଲି

ପୁଣି ରେକର୍ଡ କରି ଚର୍ଚ୍ଚାରେ ବିରାଟ । ଏହି ରେକର୍ଡ ଏଥର ପଡ଼ିଆରେ ନୁହେଁ ବରଂ ସୋସିଆଲ ମିଡିଆ ସାଇଟରେ କରିଛନ୍ତି। ଇନଷ୍ଟାଗ୍ରାମରେ ୨୫୦ ମିଲିୟନ ଫଲୋୟର୍ସ ପାର ହେବାରେ ପ୍ରଥମ ଏସୀୟ ଭାବେ ପରିଚିତ ହୋଇଛନ୍ତି ବିରାଟ । ଇନଷ୍ଟାଗ୍ରାମର ଏହି ରେସରେ ରୋନାଲଡୋଙ୍କର ୫୮୫ ମିଲିୟନ ଫଲୋୟର୍ସ ରହିଥିବା ବେଳେ ମେସିଙ୍କର ୪୬୨ ମିଲିୟନ ଫଲୋୟର୍ସ ରହିଛନ୍ତି । ସେହିଭଳି ମହେନ୍ଦ୍ର ସିଂ ଧୋନିଙ୍କ ୪୨.୨ ମିଲିୟନ ଫଲୋୟର୍ସ ରହିଥିବା ବେଳେ ସଚିନଙ୍କର ୪୦.୩ ମିଲିୟନ ଫଲୋୟର୍ସ ରହିଛନ୍ତି । ଟିମ୍ ଇଣ୍ଡିଆର ବ୍ୟାଟର ବିରାଟ କୋହଲି ଇନଷ୍ଟାଗ୍ରାମର ଫଲୋୟର୍ସ ସଂଖ୍ୟାରେ ତୃତୀୟ ଆଥଲେଟ୍ ହୋଇଛନ୍ତି।

Related posts

ଦୁଲୁକିବ ବାରବାଟୀ: ସିଲଭର ସିଟିରେ ଜମିବ ଟି-୨୦ କ୍ରେଜ୍

Odisha Sports Bureau

ବିଶ୍ୱକପ ୧୯: ୬ଷ୍ଠ ତମ ସ୍ଥାନ ଅଧିକାର କରିଛି ଇଂଲଣ୍ଡ

ରୟାଲ୍ସ ଯାତ୍ରାରେ ବ୍ରେକ୍‌ ଲଗାଇଲା ହାଇଦ୍ରାବାଦ