Cricket

ଧୋନି ଆଗକୁ ଆଇପିଏଲ ଖେଳିବେ କି ନାହିଁ ଡିସେମ୍ବରରେ ନେବେ ନିସ୍ପତି

ଧୋନି ଆଗକୁ ଆଇପିଏଲ ଖେଳିବେ କି ନାହିଁ ଡିସେମ୍ବରରେ ନେବେ ନିସ୍ପତି । ମଙ୍ଗଳବାର ଗୁଜରାଟ ଜାଏଣ୍ଟସ୍ ବିପକ୍ଷ ପ୍ରଥମ କ୍ବାଲିଫାୟର ବିଜୟ ପରେ ଏହି କଥା ଧୋନି କହିଛନ୍ତି। ‘‘ଏବେ ମୁଁ ଜାଣିନି, ନିଷ୍ପତ୍ତି ନେବାକୁ ପରବର୍ତ୍ତୀ ଆଇପିଏଲ୍ ନିଲାମ ପୂର୍ବରୁ ୮-୯ ମାସ ବାକି ରହିଛି। ତେଣୁ ନିଷ୍ପତ୍ତି ନେବାକୁ ଯଥେଷ୍ଟ ସମୟ ରହିଛି। ଡିସେମ୍ବରରେ ନିଲାମ ଅଛି। ମୁଁ ସର୍ବଦା ସିଏସ୍କେକୁ ଫେରିବି। ଗତ ଜାନୁଆରି ପରଠୁ ମୁଁ ବାହାରେ ରହୁଛି। ମାର୍ଚ୍ଚରୁ ଅଭ୍ୟାସ କରୁଛି। ତେଣୁ ଆଗକୁ ଦେଖିବା’’ବୋଲି ଧୋନି କହିଛନ୍ତି ।

Related posts

ଏସିଆ କପରେ ଘନେଇଲା କରୋନା ଭାଇରସ୍ ବିପଦ; ଶ୍ରୀଲଙ୍କା ଦଳ ଉପରେ ନୂଆ ଭାରିଆଣ୍ଟ ବିପଦ ସୃଷ୍ଟି କରିଛି

Odisha Sports Bureau

ମଇଦାନକୁ ଫେରିବ ସେହୱାଗ-ଯୁବରାଜଙ୍କ ଯୋଡି

Odisha Sports Bureau

ଆଜିଠୁ ଆରମ୍ଭ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜ

Odisha Sports Bureau