Cricket

ଚେନ୍ନାଇ ଦଳର ପଧିନାୟକ ତଥା କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି ରାତନୀତିକୁ ଆସିବା ସମ୍ପର୍କରେ ଚିନ୍ତା କରିବା ଉଚିତ

ଚେନ୍ନାଇ ଦଳର ପଧିନାୟକ ତଥା କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି ରାତନୀତିକୁ ଆସିବା ସମ୍ପର୍କରେ ଚିନ୍ତା କରିବା ଉଚିତ । ଖେଳ ଜଗତରେ ତାଙ୍କର ନେତୃତ୍ୱ ନେବାର ଦକ୍ଷତା ଏ ଦେଶ ଦେଖିଛି । IPLରେ ଚେନ୍ନାଇ ଦଳ ସଫଳତା ପାଇବାପରେ ଏହାର ଶ୍ରେୟ ମହିନ୍ଦ୍ରା ସିଂ ଧୋନୀଙ୍କୁ ଦେବା ସହ ଉଚ୍ଚ ପ୍ରଶଂସା କରିଛନ୍ତି ବରିଷ୍ଠ ଶିଳ୍ପପତି ତଥା ମହିନ୍ଦ୍ରା ଗ୍ରୁପ୍ର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା । ସେ ଟ୍ୱିଟ୍କରି ଲେଖିଛନ୍ତି, ଧୋନି ଓଚଖରେ ଆଉ ଗୋଟିଏ ବର୍ଷ ରହିବେ ବୋଲି ଜାଣିବା ପରେ ଅନ୍ୟ ସମସ୍ତଙ୍କ ପରି ମୁଁ ମଧ୍ୟ ଖୁବ୍ ଖୁସି ଓ ଆଶାବାଦୀ । କିନ୍ତୁ ସେ ଏ କ୍ଷେତ୍ରରେ ବେଶିଦିନ ନରହି ରାଜନୀତିକୁ ଆସିବା କଥା ଚିନ୍ତା କରିବା ଉଚିତ୍ ବୋଲି ମହିନ୍ଦ୍ରା ଗ୍ରୁପ୍ର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି ।

Related posts

ବାର୍ଷିକ ଅପଡେଟ୍ ଜାରି କରିଛି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ

Odisha Sports Bureau

ଦୀନେଶ କାର୍ତ୍ତିକଙ୍କ ପରେ ଏବେ ଶିଖର ଧାୱନ ନେବେ ଅବସର? ମିଳିଲା ବଡ ସୂଚନା

Odisha Sports Bureau

ମେଲବୋର୍ଣ୍ଣରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ: ଏସିଆ କପର ପ୍ରତିଶୋଧ ବିଶ୍ୱକପରେ ନେବ ଟିମ୍ ଇଣ୍ଡିଆ

Odisha Sports Bureau