Cricket

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ଘୋଷଣା ହେଲା ଟିମ

ୱେଷ୍ଟଇଣ୍ଡିଜ ବିପକ୍ଷ ୫ଟିକିଆ ଟି-୨୦ ସିରିଜ ପାଇଁ ଭାରତୀୟ ଟିମର ଘୋଷଣା କରିଛି ବିସିସିଆଇ । ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଅଧିନାୟକ ଭାବେ ନେତୃତ୍ୱ ନେବେ । ୱିକେଟ କିପର ଭାବେ ଖେଳିବେ ଇଶାନ କିଶାନ ଓ ସଞ୍ଜୁ ସାମସନ ।

ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ଶୁବମନ ଗିଲ୍, ୟଶସ୍ୱୀ ଜୟସ୍ୱାଲ, ତିଲକ ବର୍ମା, ସୂର୍ୟ୍ୟ କୁମାର ଯାଦବ, ଅକ୍ଷର ପଟେଲ, ଯୁଜୁବେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବି ବିଷ୍ଣୋୟୀ, ଅର୍ଶଦୀପ ସିଂ, ଉମ୍ରାନ ମଲ୍ଲିକ, ଆଭେଶ ଖାନ୍, ମୁକେଶ କୁମାର । ୧୫ ଜଣିଆ ଟିମ୍ ଘୋଷଣା କରାଯାଇଛି । ଅଗଷ୍ଟ ୩ ତାରିଖରୁ ଟି-୨୦ ସିରିଜ ଖେଳାଯିବ । ଟି-୨୦ ପୂର୍ବରୁ ଖେଳାଯିବ ଟେଷ୍ଟ ଓ ଓ୍ଵାନଡେ ।

Related posts

ବିରାଟଙ୍କ ବିରାଟ ରେକର୍ଡ଼

Odisha Sports Bureau

ନିରାଶ ହେଲେ କ୍ରିକେଟ ଫ୍ୟାନ୍ସ: କୁଆଡ଼େ ଗଲା ବଳକା ୨୨ ହଜାର ଟିକେଟ

ଆଇସିସି ‘ଟି-୨୦ ଟିମ ଅଫ ଦି ଇଅର୍-୨୦୨୨’ ପାଇଁ ୩ ଭାରତୀୟ ଖେଳାଳି ସାମିଲ

Odisha Sports Bureau