Wrestling

କମନ ୱେଲଥ ଗେମରେ ଓଡିଆ ଝିଅ ଜ୍ୟୋସ୍ନା ସାବରଙ୍କୁ ସ୍ୱର୍ଣ୍ଣ ପଦକ

ନୋଏଡା ଠାରେ ଅନୁଷ୍ଠିତ ହୋଇଥିଲା କମନ ୱେଲଥ ଗେମ । ଏହି ଗେମରେ ଓଡିଆ ଝିଅ ଜ୍ୟୋସ୍ନା ସାବର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ Snatch – ୫୨ କିଲୋଗ୍ରାମ, Clean ଏବଂ jerk –  ୬୪ କିଲୋଗ୍ରାମ ଓ ମୋଟ ୧୧୬ କିଲେଗ୍ରାମ ଭାର ଉତ୍ତେଳନ କରିଥିିଲେ ।

Related posts

ବ୍ରିଜଭୂଷଣଙ୍କୁ ସମନ: ଜୁଲାଇ ୧୮ରେ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଜାତୀୟ ଟିଭି ଚ୍ୟାନେଲରେ ନାର୍କୋ ଟେଷ୍ଟର ସିଧା ପ୍ରସାରଣ କରାଯାଉ: ବଜରଙ୍ଗ

ନିଜ ରେକର୍ଡ ଭାଙ୍ଗି ଦୀପ୍ତିଙ୍କ ବିଶ୍ୱରେକର୍ଡ

Odisha Sports Bureau