Cricket

ଦଲିପ ଟ୍ରଫି ଜିତିଲା ଦକ୍ଷିଣାଞ୍ଚଳ

ବେଙ୍ଗାଲୁରୁ: ଚତୁର୍ଦଶ ଥର ଲାଗି ଦକ୍ଷିଣାଞ୍ଚଳ ଅନ୍ତଃଜୋନ୍‌ ଘରୋଇ କ୍ରିକେଟ୍ ପ୍ରତିଯୋଗିତା ଦଲିପ ଟ୍ରଫି ବିଜେତା ହୋଇଛି। ସ୍ଥାନୀୟ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍‌ରେ ଏହି ଦଳ ୭୫ ରନ୍‌ରେ ପଶ୍ଚିମାଞ୍ଚଳକୁ ମାତ୍‌ ଦେଇଛି। ରବିବାର ଶେଷ ଦିନରେ ପଶ୍ଚିମାଞ୍ଚଳକୁ ୧୧୬ ରନ୍‌ ଏବଂ ଦକ୍ଷିଣାଞ୍ଚଳକୁ ୫ ୱିକେଟ୍‌ ଆବଶ୍ୟକ ଥିଲା। ପଶ୍ଚିମାଞ୍ଚଳର ଶେ‌ଷ ୫ ୱିକେଟ୍‌କୁ ମାତ୍ର ୪୦ ରନ୍‌ରେ ଝାଡ଼ି ଦକ୍ଷିଣାଞ୍ଚଳ ଟ୍ରଫି କରାୟତ୍ତ କରିନେଇଥିଲା। ଏଥିସହ ପଶ୍ଚିମାଞ୍ଚଳଠୁ ୨୦୨୨ ଫାଇନାଲ୍‌ ପରାଜୟର ମଧୁର ପ୍ରତିଶୋଧ ନେଇଥିଲା ଦକ୍ଷିଣାଞ୍ଚଳ। ବିଦ୍ବତ କାଭେରାପ୍ପା ଫାଇନାଲ୍‌ ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

Related posts

IPLରେ ଆଜି ପୂର୍ବ-ପଶ୍ଚିମ ଲଢେଇ

Odisha Sports Bureau

ODI ପ୍ଲେଇଂ ୧୧ ଜଣ ଖେଳାଳିଙ୍କ ମଧ୍ୟରୁ ବାଦ ପଡିଲେ ରୋହିତ ଶର୍ମା

Odisha Sports Bureau

ଶୁଭେନ୍ଦୁ ସରକାର ଆସୁ ଆସୁ ଗାଙ୍ଗୁଲିଙ୍କ ସୁରକ୍ଷା ହ୍ରାସ…