Cricket

ଟିମ ଇଣ୍ଡିଆର ସ୍ୱପ୍ନ ଦେଖାଇ ଭଲ ବନ୍ଧୁଙ୍କୁ ଧୋକ୍କା ଦେଲେ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ : ଭାରତର ଟି ୨୦ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ବର୍ତ୍ତମାନ ସେ ତାଙ୍କର ଜଣେ ଭଲ ବନ୍ଧୁଙ୍କୁ ନିରାଶ କରିଛନ୍ତି । ଟିମ ଇଣ୍ଡିଆର ସ୍ୱପ୍ନ ଦେଖାଇ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କର ସର୍ବୋତ୍ତମ ବନ୍ଧୁଙ୍କୁ ସୁଯୋଗ ଦେଇନାହାଁନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚଟି ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଏହି ଖେଳାଳି ଚୟନ ହେବା ନିଶ୍ଚିତ ଥିଲା । କିନ୍ତୁ ହଠାତ ଏହା ଜାଣିବାକୁ ପାଇଲା ଯେ ଏହି ଟି-୨୦ ସିରିଜ ପାଇଁ ଏହି ବ୍ୟାଟ୍ସମ୍ୟାନଙ୍କୁ ଅଣଦେଖା କରାଯାଇଛି । ବାସ୍ତବରେ ଏହି ବ୍ୟାଟ୍ସମ୍ୟାନ ଆଇପିଏଲ ମାଧ୍ୟମରେ ଖୋଜା ହୋଇଥିଲେ । ଟି ୨୦ ଫର୍ମାଟରେ ଭାରତ ପାଇଁ ଡେବ୍ୟୁ କରିବାକୁ ଏକ ଦୃଢ ପ୍ରତିଯୋଗୀ ଥିଲେ । କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ୨୦୨୩ ସମୟରେ କହିଥିଲେ ଯେ ଖୁବ ଶୀଘ୍ର ତାମିଲନାଡୁର ବାମହାତୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ ସାଇ ସୁଦର୍ଶନ ଭାରତ ପାଇଁ ଟି ୨୦ ଇଣ୍ଟରନ୍ୟାସନାଲରେ ଡେବ୍ୟୁ କରିପାରନ୍ତି । କିନ୍ତୁ ୱେଷ୍ଟିଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ ପାଇଁ ଏହି ବ୍ୟାଟ୍ସମ୍ୟାନଙ୍କୁ ସୁଯୋଗ ଦିଆଯାଇନଥିଲା ।
ୱଷ୍ଟଇଣ୍ଡିଜ ବିପକ୍ଷ ଏହି ୫ଟି ମ୍ୟାଚ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ହେଉଛନ୍ତି ଭାରତର ଅଧିନାୟକ । ଯିଏକି ତାଙ୍କ ଅଧିନାୟକତ୍ୱରେ ସାଇ ସୁଦର୍ଶନଙ୍କୁ ସୁଯୋଗ ଦେଇନାହାଁନ୍ତି । ଆଇପିଏଲ ୨୦୨୩ରେ ହାର୍ଦ୍ଦିକ ପାଣ୍ଡ୍ୟା ନିଜେ ସୂଚାଇ ଦେଇଛଥିଲେ ଯେ ସାଇ ସୁଦର୍ଶନ ଖୁବ ଶୀଘ୍ର ଭାରତ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିପାରନ୍ତି । ସାଇ ସୁଦର୍ଶନ ୨୦୨୩ ସିଜିନରେ । ସେଇ ସୁଦର୍ଶନ ଆଇପିଏଲ ୨୦୨୩ ସିଜନରେ ଏହାର ଟ୍ରେଲର ଦେଖାଇଥିଲେ । ଗୁଜୁରାଟ ଟାଇଟାନ୍ସ ପାଇଁ ଆଇପିଏଲ ୨୦୨୩ ଫାଇନାଲରେ ଚେନ୍ନାଇ ବିପକ୍ଷରେ ୨୧ଟି ସାଇ ସୁଦର୍ଶନ ନା ଏକ ସ୍ମରଣୀୟ ଇନିଂ ଖେଳିଥିଲେ

Related posts

ଭାରତକୁ ବଡ଼ ଲକ୍ଷ ଦେଲା ଦକ୍ଷିଣ ଆଫ୍ରିକା, ୧୮୮ର ଟାର୍ଗେଟ୍

Odisha Sports Bureau

ଟି୨୦ ବିଶ୍ବକପ ପୂର୍ବରୁ ସୂର୍ଯ୍ୟ କୁମାରଙ୍କୁ ସମସ୍ତ ଖେଳାଳି ଦେଲେ ଧନ୍ୟବାଦ

Odisha Sports Bureau

ଅଭ୍ୟାସ ଅଧିବେଶନରେ ବିରାଟ କୋହଲିକୁ ବିଶେଷ ଉପହାର ଦେଲେ ସାର୍ ୱେସଲେ