Cricket

ଭାରତ ପାକିସ୍ତାନ ମ୍ୟାଚ ବେଳେ ଷ୍ଟାଡିୟମରେ କମ୍ପିଲା ରାମ ନାମ

ଭାରତ ପାକିସ୍ତାନ ମ୍ୟାଚ ବେଳେ କମ୍ପିଲା ରାମ ନାମ । ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ଶ୍ରୀଲଙ୍କା ଷ୍ଟାଡିୟମରେ ବାଜିଲା ‘ରାମ ସିୟା ରାମ’ଗୀତ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶ୍ରୀଲଙ୍କାର ପଲ୍ଲେକେଲେ ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଚାଲିଥିବା ବେଳେ ଫିଲ୍ମ ଆଦିପୁରୁଷର ରାମ ସିୟା ରାମ ଗୀତ ବାଜିଥିଲା ।

Related posts

ଆଇପିଏଲର ହାଇଲାଇଟ ମୁଭମେଣ୍ଟ

Odisha Sports Bureau

କ୍ରିକେଟର ଗୌତମ ଗମ୍ଭୀରଙ୍କୁ ଧମକ

Odisha Sports Bureau

ତାଲିବାନର ଅଦ୍ଭୁତ ପ୍ରତିଶୃତି

Odisha Sports Bureau