Cricket

ବିଶ୍ୱକପ ପାଇଁ ଟିମ୍ ଘୋଷଣା କଲା ଅଷ୍ଟ୍ରେଲିଆ, ପ୍ୟାଟ୍ କମିନ୍ସ ଅଧିନାୟକ

ଭାରତ ଦିନିକିଆ ବିଶ୍ୱକପ ପାଇଁ ଟିମ ଘୋଷଣା ହେବା ପରେ ଏବେ ଅଷ୍ଟ୍ରେଲିଆ ମଧ୍ୟ ୧୫ ଜଣିଆ ଟିମ ଘୋଷଣା କରିଛି । ଏହି ୧୫ ଜଣିଆ ଟିମରେ ପ୍ୟାଟ୍ କମିନ୍ସଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି । ଅକ୍ଟୋବର ମାସ ୫ ତାରିଖରୁ ଭାରତରେ ଦିନିକିଆ ବିଶ୍ୱକପ ୨୦୨୩ ଆରମ୍ଭ ହେବ ।ଚଳିତ ବିଶ୍ୱକପରେ ମୋଟ ୧୦ଟି ଦେଶ ଅଂଶଗ୍ରହଣ କରିବେ ।

ଅଷ୍ଟ୍ରେଲିଆ ଟିମ୍: ପ୍ୟାଟ କମିନ୍ସ (ଅଧିନାୟକ), ଷ୍ଟିଭ ସ୍ମିଥ, ଏଲେକ୍ସ କେରୀ, ଜୋଶ ଇଂଲିଶ, ସୀନ ଏବଟ, ଏଶଟନ ଏଗର, କ୍ୟାମରୁନ ଗ୍ରୀନ, ଜୋଶ ହେଜଲଉଡ, ଟ୍ରେବିସ ହେଡ, ମିଶେଲ ମାର୍ଶ, ଗ୍ଲେନ ମାକ୍ସୱେଲ, ମାର୍କସ ଷ୍ଟୋଇନିସ, ଡେଭିଡ ୱାର୍ଣ୍ଣର, ଏଡମ ଜାମ୍ପା, ମିଚେଲ ଷ୍ଟାର୍କ ।

Related posts

ଅଷ୍ଟ୍ରେଲିଆ ବିରୋଧରେ ବିଜୟ ହାସଲ କଲା ଭାରତ : ଗୋଟିଏ ଇଂନିସ ଆଉ ୧୩୨ ରନରେ ଭାରତ ଏହି ବିଜୟ ଲାଭ କରିଛି

Odisha Sports Bureau

କ୍ରିକେଟ ପଡିଆରେ ଓମିକ୍ରନ ଆତଙ୍କ

Odisha Sports Bureau

ଆଜି ହାଇଦରାବାଦ-ଚେନ୍ନଇ ମଧ୍ୟରେ ମୁକାବିଲା

Odisha Sports Bureau