Shooting

ରାଇଫଲ ସୁଟିଙ୍ଗରେ ସ୍ୱର୍ଣ୍ଣ ପଦକ ଜିତିଲେ ଅନୁଗୁଳ ଝୀଅ ଦିବ୍ୟାସା ପ୍ରିୟଦର୍ଶିନୀ ଚୋପଦାର

ଅନୁଗୁଳ/ ପ୍ରେମାନନ୍ଦ : ରାଇଫଲ ସୁଟିଙ୍ଗରେ ସ୍ୱର୍ଣ୍ଣ ଜିତିଲେ ଅନୁଗୁଳ ଝୀଅ । କଲିକତା ଠାରେ ଅନୁଷ୍ଠିତ ହୋଇଥିବା ସିବିଏସଇ ଫାର ଇଷ୍ଟ ଜୋନ ରାଇଫଲ ସୁଟିଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଅନୁଗୁଳ ଝୀଅ ଦିବ୍ୟାସା ପ୍ରିୟଦର୍ଶିନୀ ଚୋପଦାର । ସେ ଅନୁଗୁଳ ଜିଲ୍ଲାରୁ ପ୍ରଥମ ଥର ପାଇଁ ରାଇଫଲ ସୁଟିଙ୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଦେଛନ୍ତି । ଦିବ୍ୟାସା ଏବେ ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ଜଗନ୍ନାଥ ଡିଏଭି ପବ୍ଲିକ ସ୍କୁଲରେ ପାଠ ପଢୁଥିବା ବେଳେ ତାଙ୍କର ଏହି କୃତିତ୍ୱ ପାଇଁ ସବୁଆଡୁ ତାଙ୍କୁ ଶୁଭେଚ୍ଛାରୁ ସୁଅ ଛୁଟୁଛି ।

Related posts

ଜୁନିୟର ବନ୍ଧୁକ ଚାଳନା ବିଶ୍ୱ କପ୍: ଭାରତୀୟ ମହିଳା ଟିମ୍ କଲେ ବିଶ୍ୱ ରେକର୍ଡ

ଆନ୍ତର୍ଜାତିକ ସୁଟର ଶ୍ରୀୟଙ୍କା ଷଡଙ୍ଗୀ ଓ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

Odisha Sports Bureau

ଶୁଟିଂ ବିଶ୍ୱକପରେ ଭାଗ ନେବନି ପାକିସ୍ତାନ ଟିମ

Odisha Sports Bureau