Tennis

ସୋଏବଙ୍କ ସହିତ ଛାଡପତ୍ର ନେଇ ମୁହଁ ଖୋଲିଲେ ସାନିଆ ମିର୍ଜା

ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ପୁଣି ଥରେ ଛାଡପତ୍ରକୁ ନେଇ ମୁହଁ ଖୋଲିଛନ୍ତି । ସାନିଆଙ୍କ ଛାଡପତ୍ର ସୋଏବଙ୍କ ସହିତ ହୋଇଥିବା ଚର୍ଚ୍ଚା ହେବା ପରେ ସେସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସାନଆ ଇନଷ୍ଟା ଷ୍ଟୋରୀରେ ଲେଖିଛନ୍ତି , ଯଦି ସତ ହୋଇଥାନ୍ତା, ତେବେ ମୋତେ କୌଣସି ଫରକ ପଡିଥାନ୍ତା । ଆଉ ଯଦି ମୁଁ ଚୁପ ରହିଛି , ତେବେ ମୋତେ କୌଣସି ଫରକ ପଡିବନାହିଁ ।ତେବେ ସାନିଆଙ୍କ ଏହି ପୋଷ୍ଟ ପରେ ଫ୍ୟାନ ଚିନ୍ତିତ ହୋଇପଡିଛନ୍ତି । ଏମାନଙ୍କ ଭିତରେ ସବୁକିଛି ଠିକ ନଥିବା ଫ୍ୟାନ୍ସ ଆକଳନ କରୁଛନ୍ତି । ସେଥିପାଇଁ ଫ୍ୟାନ୍ସ ଦୁହିଁଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରି ରହିଛନ୍ତି ।

ଖବର ମୁତାବକ, ସାନିଆ ଏବଂ ସୋଏବ ଏବେ ପରସ୍ପର ଠାରୁ ଅଲଗା ରହୁଛନ୍ତି । ସୋଏବ ପାକିସ୍ତାନରେ ରହୁଥିବା ବେଳେ ସାନିଆ ଦୁବାଇରେ ପୁଅ ଇଜହାନଙ୍କ ସହିତ ରହୁଛନ୍ତି । ପୂର୍ବରୁ ୨୦୨୨ ସୋଏବ ଏବଂ ସାନିଆଙ୍କ ଛାଡପତ୍ର ହୋଇଯାଇଛି ବୋଲି ଖବର ଆସିଥିଲା । ଏହି ଖବର ପରେ ଫ୍ୟାନ୍ସ ଚିନ୍ତିତ ହୋଇପଡିଥିଲେ ।

Related posts

ଇତିହାସ ରଚିଲେ ସର୍ବିଆ ଟେନିସ୍ ଖେଳାଳୀ ନୋବାକ୍ ଜୋକୋବିଚ୍

Odisha Sports Bureau

୬୬ ମିନିଟରେ ମ୍ୟାଚ୍ ଜିତିଲେ ଜୋନାସ୍

Odisha Sports Bureau

ଟାଟା ଓପନ୍ ମହାରାଷ୍ଟ୍ରର ୱାଇର୍ଲ୍ଡ କାର୍ଡ ଏଣ୍ଟ୍ରିରେ ରାଜକୁମାର

Odisha Sports Bureau