Cricket

ଏକାଠି ରାତ୍ରି ଭୋଜନ କରିବେ ଉଭୟ ଦେଶର ଖେଳାଳୀ

ଗୁଜୁରାଟ: ଆସନ୍ତା କାଲି ଅହମ୍ମଦାବାଦର ଦରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ମହାମୁକାବିଲା । ବିଶ୍ୱ କପ ପାଇଁ ଲଢିବେ ଭାରତ – ଅଷ୍ଟ୍ରେଲିଆ । ହେଲେ ଏହି ମ୍ୟାଚ ପୂର୍ବରୁ ଉଭୟ ଦଳ ମିଶି କରିରେ ଏକାଠି ରାତ୍ରି ଭୋଜନ । ସାବରମତି ନଦୀରେ ନିର୍ମିତ ରିଭର କରୁଜରେ ଡିନର ପାର୍ଟି ପାଇଁ ମିଳିଚି ନିମନ୍ତ୍ରଣ । ଭାରତୀୟ କ୍ରିକେଟ୍ ବୋର୍ଡ ଏବଂ ଗୁଜରାଟ କ୍ରିକେଟ୍ ଆସୋସିଏସନ୍ ଫାଇନାଲ୍ ମ୍ୟାଚ୍କୁ ସ୍ୱତନ୍ତ୍ର କରିବାକୁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଅହମ୍ମଦାବାଦର ସାବରମତି ନଦୀ ଉପରେ ରିଭର କ୍ରୁଜ୍ ରେଷ୍ଟୁରାଣ୍ଟ ତିଆରି ହୋଇଛି। ରେଷ୍ଟୁରାଣ୍ଟ ମାଲିକ ସୁହାର ମୋଦି କହିଛନ୍ତି ଯେ ବିଶ୍ୱକପ ପୂର୍ବରୁ ସମସ୍ତ ଦଳକୁ ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଛି। ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଭାରତ ଏବଂ ଅଷ୍ଟ୍ରେଲିଆ ଦଳ ଏକାଠି ଡିନର କରିବେ।

Related posts

ଆଇପିଏଲ ୨୦୨୩ରେ ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ

Odisha Sports Bureau

ଭାରତଠୁ ହାରିବା ପରେ ପାକିସ୍ତାନକୁ ଝଟକା, ଅନେକ ଖେଳାଳି ଜ୍ୱରରେ ପୀଡିତ

Odisha Sports Bureau

ଟିମ ଇଣ୍ଡିଆକୁ ବଡ଼ ଝଟକା, ବିଶ୍ଵକପ୍ ପୂର୍ବରୁ ବିଦା ହେଲେ ଏହି ଖେଳାଳି

Odisha Sports Bureau