Cricket

ଭାରତୀୟ ସ୍ପିନର ଶାହବାଜ ନଦୀମ କ୍ରିକେଟରୁ ନେଇଛନ୍ତି ଅବସର

ଭାରତ- ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଜଚ ଆସନ୍ତା କାଲିରୁ ଧର୍ମଶାଳାରେ ଆରମ୍ଭ ହେବ । କିନ୍ତୁ ଏହା ପୂର୍ବରୁ ଭାରତୀୟ ସ୍ପିନର ଶାହବାଜ ନଦୀମ କିରକେଟରୁ ସନ୍ୟାସ ନେଇଛନ୍ତି । ନଦୀମ ସମସ୍ତ କ୍ରିକେଟ ଫର୍ମାଟରୁ ଅଲବିଦା ନେଇଛନ୍ତି ଶାହବାଦ ନଦୀମ ଭାରତ ପାଇଁ ୨ଟଇ ଟେଷ୍ଟ ମ୍ୟାଚ ଖେଳିଛନ୍ତି , ଏହା ପରେ ଭାରତୀୟ ଟିମରେ ସ୍ଥାନ ମିଳିନାହିଁ । ନଦୀମ ଝାଡଖଣ୍ଡ ପାଇଁ ଫାଷ୍ଟ କ୍ଲାସ କ୍ରିକେଟ ଖେଳୁଥିଲେ । ସେ ରଣଜୀ (୨୦୨୨-୨୩) ସିଜିନରେ ରାଜସ୍ଥାନ ବିପକ୍ଷରେ ଶେଷ ମ୍ୟାଚ ଖେଳିଥିଲେ । ଏହାପରେ ଭାରତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ନଦୀମ ଫାଷ୍ଟ କ୍ଲାସ କ୍ରିକେଟ ୫୪୨ ୱିକେଟ ଖେଳିଛନ୍ତି । ସେ ୪ଟି ପାଳିରେ ବୋଲିଂ କରି ୩୪.୧୨ ପ୍ରତିଶତରେ ୮ଟି ୱିକେଟ ନେଇଛନ୍ତି । ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୪/୪୦ ରହିଛି । ସେ ୨୦୧୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରାଞ୍ଚିରେ ରେ ଖେଳାଯାଇଥିବା ମ୍ୟାଚରେ ଟେଷ୍ଟ ଡେବ୍ୟୁ କରିଥିଲେ । ଏହାପରେ ଦ୍ୱିତୀୟ ଶେଷ ମ୍ୟାଚ ଇଂଲଣ୍ଡ ବିପକ୍ଷରେ ୨୦୨୧ରେ ଚେନ୍ନାଇରେ ଖେଳିଥିଲେ ।

Related posts

ବାଂଲାଦେଶ ବିପକ୍ଷ ସରିଜିରୁ ବାଦ ପଡିଲେ ମହମ୍ମଦ ଶାମି

Odisha Sports Bureau

ବାଂଲାଦେଶକୁ ୧୦୬ ରନ୍‌ରେ ଅଲ୍‌ଆଉଟ୍‌ କରିଛି ବିରାଟ କୋହଲିଙ୍କ ଟିମ୍‌

Odisha Sports Bureau

ସିଡନୀ ଟେଷ୍ଟ ପୂର୍ବରୁ ଭାରତୀୟ ଦଳରୁ ବାହାରିଲେ ଏହି ଖେଳାଳି, ରୋହିତଙ୍କ ଖେଳିବା ନେଇ ବଢ଼ିଲା ସନ୍ଦେହ

Odisha Sports Bureau