Cricket

ବେଙ୍ଗାଲୁରୁ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯିବ ଆଇପିଏଲର ୩୦ ତମ ମ୍ୟାଚ

ବେଙ୍ଗାଲୁର: ଆଜି ଖେଳାଯିବ ଆଇପିଏଲର ୩୦ ତମ ମ୍ୟାଚ । ବେଙ୍ଗାଲୁରୁ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯିବ ଏହି ମ୍ୟାଚ । ତେବେ ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ ।
ସୂଚନା ଅନୁଯାୟୀ,ତ୍ତବର୍ତ୍ତମାନ ପର୍ଯ୍ୟନ୍ତ ବାଙ୍ଗାଲୋର ଟିମ ୬ ଟି ମ୍ୟାଚ ଖେଳିସାରିଛି । ଯେଉଁଥିରେ ଗୋଟିଏ ମାତ୍ର ମୁକାବିଲାରେ ବିଜୟୀ ହୋଇଥିବା ବେଳେ ୫ଟି ମ୍ୟାଚରେ ପରାଜୟ ହୋଇଛି । ଯାହାଫଳରେ ପଏଣ୍ଟ ଟେବୁଲରେ ଶେଷ ସ୍ଥାନରେ ରହିଛି । ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦ ଏବେ ପର୍ଯ୍ୟନ୍ତ ୫ଟି ମୁକାବିଲା ଖେଳିସାରିଥିବା ବେଳେ ୩ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୨ଟି ମ୍ୟାଚରେ ପରାଜୟ ହୋଇଛି । ତେଣୁ ଦଳ ବର୍ତ୍ତମାନ ୬ଅଙ୍କ ପାଇଁ ପଏଣ୍ଟ ଟେବୁଲର ୪ର୍ଥ ସ୍ଥନରେ ରହିଛି । ତେବେ ଆଜିର ମ୍ୟାଚରେ ଉଭୟ ଦଳର ବ୍ୟାଟିଂ ଫାଇଟ ଦେଖିବାକୁ ମିଳିବ ।

Related posts

ଅଭିଜ୍ଞାନ କୁଣ୍ଡୁଙ୍କ ଅପରାଜିତ ଦ୍ୱିଶତକ,ମାଲେସିଆକୁ ୪୦୯ ରନ୍‌ର ଟାର୍ଗେଟ

Odisha Sports Bureau

ଆଇପିଏଲର ୧୪ ତମ ସିଜନରେ ବ୍ୟବହୃତ ଷ୍ଟମ୍ପ ଏବଂ ବେଲର ଦାମ ୪୦ ଲକ୍ଷ ଟଙ୍କା

Odisha Sports Bureau

ଅଷ୍ଟ୍ରେଲିଆ ସିରିଜ୍ରେ କ୍ୟାପଟେନ୍ସିକୁ ନେଇ ଅସନ୍ତୋଷ

Odisha Sports Bureau