Cricket

୨୦୨୪-୨୫ ରଣଜୀର ୨ୟ ଫେଜରେ ଖେଳିପାରନ୍ତି ରୋହିତ ଶର୍ମା

ନୂଆଦିଲ୍ଲୀ: ରଣଜୀ ଖେଳିବେ ରୋହିତ! ୨୦୨୪-୨୫ ରଣଜୀର ୨ୟ ଫେଜରେ ଖେଳିପାରନ୍ତି ରୋହିତ ଶର୍ମା । ତେବେ ମୁମ୍ବାଇ ଟିମରେ ଖେଳିବା ପାଇଁ ନେଟ୍ସରେ ଅଭ୍ୟାସ କରୁଥିବା କୁହାଯାଉଛି । ଖରାପ ଫର୍ମକୁ ନେଇ ବିସିସିଆଇର ତାଗିଦ ପରେ ପ୍ରାକ୍ଟିସ୍ । ଅଷ୍ଟ୍ରେଲିଆ ଗସ୍ତରେ ୩ଟି ଟେଷ୍ଟରୁ ୩୧ରନ କରି ସମାଲୋଚିତ ହୋଇଛନ୍ତି । ଆସନ୍ତା ୨୩ରେ ଜାମ୍ମୁ-କାଶ୍ମୀର ବିପକ୍ଷରେ ଖେଳିବ ମୁମ୍ବାଇ ।

Related posts

କ୍ରିକେଟ ବୋର୍ଡ ଉପରେ ବର୍ଷିଲେ ପୂର୍ବତନ ଖେଳାଳୀ

Odisha Sports Bureau

ପ୍ରଥମ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ସ୍ମାରକି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

Odisha Sports Bureau

ଭାରତରେ ହେବାକୁ ଥିବା ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ନ୍ୟୁଜିଲାଣ୍ଡ

Odisha Sports Bureau