Cricket

ଆଇସିସି କ୍ରିକେଟର ଅଫ୍ ଦି ଇୟର ହୋଇଛନ୍ତି ଯଶପ୍ରୀତ ବୁମରା

ନୂଆଦିଲ୍ଲୀ: ଯଶପ୍ରୀତ ବୁମରା ହେଲେ ଆଇସିସି ଟେଷ୍ଟ କ୍ରିକେଟର ଅଫ୍ ଦି ଇୟର । ଷଷ୍ଠ ଭାରତୀୟ ଭାବେ ହେଲେ ଆଇସିସି କ୍ରିକେଟର ଅଫ୍ ଦି ଇୟର ହୋଇଛନ୍ତି। ପ୍ରଥମ ଭାରତୀୟ ପେସ୍‌ ବୋଲର ଭାବେ ବୁମରା ସମ୍ମାନୀତ ହୋଇଛନ୍ତି। ୨୦୨୪ରେ ୧୩ଟି ଟେଷ୍ଟ ମ୍ୟାଚରୁ ୭୧ଟି ୱିକେଟ ନେଇଛନ୍ତି ବୁମରା । ସେହିପରୁ ସ୍ମୃତି ମନ୍ଧାନା ଆଇସିସି ମହିଳା ଦିନିକିଆ କ୍ରିକେଟର ଅଫ୍ ଦି ଇୟର ହୋଇଛନ୍ତି। ପ୍ରଥମ ଭାରତୀୟ ମହିଳା ଭାବେ ଆଇସିସି ସମ୍ମାନ ଜିତିଛନ୍ତି ମନ୍ଧାନା । ୨୦୨୪ରେ ୪ ଶତକ ସହ ୭୯୪ ରନ୍ କରିଛନ୍ତି ମନ୍ଧାନା ।

Related posts

୨୦୨୫ ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା

Odisha Sports Bureau

ମଦ୍ୟପାନ କରି ଗାଡ଼ି ଚଲାଇବା ମାମଲାରେ ଦୋଷୀ ସାବ୍ୟସ୍ତ ଡେଭିଡ୍ ୱାର୍ଣ୍ଣର…

Odisha Sports Bureau

ଆଇପିଏଲରେ ଓଡିଆ ଭାଷାରେ ହେବନି କମେଣ୍ଟ୍ରି

Odisha Sports Bureau