Cricket୧ ୱିକେଟ ହରାଇ ୧୧ ରନ by Odisha Sports BureauFebruary 3, 2026014 Share0 WPLର ଚତୁର୍ଥ ସିଜିନର ଏଲିମିନେଟର ମ୍ୟାଚ୍, ଗୁଜରାଟ ଜାଏଣ୍ଟ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ଦିଲ୍ଲୀ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତିନି ଓଭର ପରେ ଗୁଜୁରାଟ ୧ ୱିକେଟ ହରାଇ ୧୧ ରନ କରିଛି। ସୋଫି ଡିଭାଇନ୍ ୬ ରନ କରି ଆଉଟ ହୋଇଛନ୍ତି ।