Football

ଓଡ଼ିଆ ଭାଷାଭାଷୀଙ୍କ ପାଇଁ ଏକ ଅତ୍ୟନ୍ତ ଗର୍ବ ଓ ଆନନ୍ଦର ମୁହୂର୍ତ୍ତ ଆଣିଛି ଫିଫା ବିଶ୍ୱକପ୍

ଓଡ଼ିଆ ଭାଷାଭାଷୀଙ୍କ ପାଇଁ ଏକ ଅତ୍ୟନ୍ତ ଗର୍ବ ଓ ଆନନ୍ଦର ମୁହୂର୍ତ୍ତ ଆସିଛି ଫିଫା ବିଶ୍ୱକପ୍ ୨୦୨୬ ପାଇଁ । ଫିଫା ତା’ର ଇନଷ୍ଟାଗ୍ରାମ ପୋଷ୍ଟରେ ଜଣେ ଖେଳାଳିଙ୍କ କୌଶଳକୁ ବର୍ଣ୍ଣନା କରିବାକୁ ଯାଇ ଓଡ଼ିଆ ଶବ୍ଦ’ଯାଦୁକର’ ର ବ୍ୟବହାର କରିଛି । ଏହି ପୋଷ୍ଟଟି ସୋସିଆଲ୍ ମିଡ଼ିଆରେ ନିଆଁ ଭଳି ବ୍ୟାପିଯାଇଛି । ଓଡ଼ିଆ ଭାଷାର ଏକ ଶବ୍ଦକୁ ବିଶ୍ୱସ୍ତରୀୟ ମଞ୍ଚରେ ସ୍ଥାନ ମିଳିବା ଓଡ଼ିଆ ପ୍ରଶଂସକଙ୍କ ପାଇଁ ଏକ ବଡ଼ ସମ୍ମାନର ବିଷୟ ପାଲଟିଛି ।

Thank you, FIFA, for celebrating Odisha and the Odia language on the global  stage. ❤️🌍 #fifa - YouTube

ଫୁଟବଲ୍ ଭଳି ଏକ ବିଶ୍ୱବ୍ୟାପୀ କ୍ରୀଡ଼ା ମଞ୍ଚରେ ଓଡ଼ିଆ ଭାଷାର ଉପସ୍ଥିତି ଦର୍ଶାଉଛି ଯେ, ଓଡ଼ିଆ ଭାଷାର ମହତ୍ତ୍ୱ ଓ ଏହାର ଶବ୍ଦ ସମ୍ଭାର ଏବେ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ପାଉଛି । ଫିଫାର ଏଭଳି ପଦକ୍ଷେପ ଓଡ଼ିଶାର ଲକ୍ଷ ଲକ୍ଷ ଫୁଟବଲ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ।

FIFA's World Cup Expansion: Is Bigger Really Better?, ETBrandEquity

Related posts

ମରକ୍କୋ ହାରିବାକୁ ଗ୍ରହଣ କରୁନାହାନ୍ତି ଫ୍ୟାନ୍ସ, ଗଣ୍ଡୋଗୋଳ ସହ ପୋଡାଜଳା

Odisha Sports Bureau

ଫାଇନାଲ ମ୍ୟାଚ ଖେଳି ନ ପାରନ୍ତି ଲିଓନେଲ ମେସି

Odisha Sports Bureau

ୟୁଏଫ୍ ଚାମ୍ପିଅନ୍ସ ଲିଗ୍: ବାଇର୍ନ ମ୍ୟୁନିକ୍ ଏବଂ ପିଏସଜି ମଧ୍ୟରେ ଫାଇନାଲ୍

Odisha Sports Bureau