More Sports

ଭାରତୀୟ ଖେଳାଳିଙ୍କୁ ଚୀନ ଦେଲାନି ଅନୁମତି, ଅନୁରାଗ ଠାକୁର ବାତିଲ କରିଲେ ଗସ୍ତ

ନୂଆଦିଲ୍ଲୀ : ଚୀନିର ପୁଣି ଦାଦାଗିରି ଆରମ୍ଭ କରିଦେଇଛି । ଏସିଆନ ଗେମ୍ସରେ ଭାରତୀୟ ଖେଳାଳିଙ୍କୁ ଚୀନ ପ୍ରବେଶ କରିବାକୁ ଅନୁମତି ଦେଇନାହିଁ । ଚୀନରେ ହେବାକୁ ଯାଉଥିବା ଏସିଆନ ଗେମ୍ସରେ ସାମିଲ ହେବାକୁ ଯାଉଥିବା ଅରୁଣାଚଳ ପ୍ରଦେଶରର ଭାରତୀୟ ଖେଳାଳୀଙ୍କୁ ଚୀନ ପ୍ରବେଶ ଅନୁମତି ଦେଇନାହିଁ । ଏହାକୁ ନେଇ ଭାରତ କଡା ପ୍ରତିକ୍ର୍ରିୟା ରଖିଛି । ଭାରତର ନୂଆଦିଲ୍ଲୀରେ ଥିବା ଦୂତାବାସ ମଧ୍ୟରେ ବିରୋଧ ଜଣାଇଛି । ଚୀନର ଏପରି ବ୍ୟବହାରକୁ ଅସନ୍ତେସ ପ୍ରାକାଶ କରିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର । ଏପରିକି ଆଗାମୀ ଦିନରେ ତାଙ୍କର ଚୀନ ଗସ୍ତକୁ ସେ ବାତିଲ କରିଛନ୍ତି ।

Related posts

କ୍ରୀଡ଼ା ଉପଦେଷ୍ଟାର ସଦସ୍ୟ ହେଲେ ଗଗନେନ୍ଦୁ

Odisha Sports Bureau

ପ୍ରୋ କବାଡ଼ି ଲିଗ : ଗୁଜୁରାଟକୁ ହରାଇ ଟାଇଟଲ ଜିତିଲେ ବେଙ୍ଗାଲୁରୁ

Odisha Sports Bureau

ପ୍ରୋ କବାଡ୍ଡି ଲିଗ୍ ୨୦୧୮ର ଆଉ ଏକ ରୋମାଞ୍ଚକର ମୁକାବିଲା, ଦିଲ୍ଲୀ ବେଙ୍ଗଲୁରକୁ ହରାଇଲା ।

Odisha Sports Bureau