Cricket

ଆଇପିଏଲରେ ଆପଲ୍ ସିଇଓ

ନୁଆଦିଲ୍ଲୀ: ଚଳିତ ଆଇପିଏଲରେ ଆପଲ ସିଇଓ ଟିମ୍ କୁକ୍ ଖେଳ ଦେଖିବାର ନଜର ଆସିଛନ୍ତି । ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପଟେନ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଚାଲିଥିବ ମ୍ୟାଚ ସମୟରେ ତାଙ୍କୁ ଦେଖିବାକୁ ମିଳିଥିଲା । ଟିମ କୁକ୍ଙ୍କ ସହ ବଲିଉଡ ଅଭିନେତ୍ରୀ ସୋନମ କପୁର ଓ ବିସିସିଆଇ ଉପ ସଭାପତି ରାଜିବ ସୁଖଲା ନଜର ଆସିଛନ୍ତି । ମ୍ୟାଚ ଦେଖି ସେ ଖୁବ ଏଞ୍ଜୟ କରିଛନ୍ତି । କୁକ୍ ଖେଳ ଦେଖିବାର ଦେଖି ସମସ୍ତେ ଆଚମ୍ବିତ ହୋଇଥିଲେ । କ୍ୟାମରାମ୍ୟାନ ବାରବାର ତାଙ୍କୁ ଫୋକସ କରୁଥିଲେ । ଆଇପିଏଲ ଦେଥିବା ତାଙ୍କର ପ୍ରଥମ ନୁହେଁ ବରଂ ଏହା ଦ୍ୱତୀୟ । ଆପଲ ସିିଇଓ ଟିମ୍ କୁକ୍ ନିକଟରେ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପଲେକ୍ସ ଏକ ଆପଲ ଷ୍ଟେର ଖୋଲିଛନ୍ତି । ଭାରତରେ ଦିତ୍ତୀୟ ଆପଲ ଷ୍ଟେର ଖୋଲିବା ପରେ ସେ ଦେଶର ପ୍ରଧାନ ମନ୍ତ୍ରୀଙ୍କୁ ଭେଟିଛନ୍ତି ।

 

Related posts

ପାକିସ୍ତାନକୁ ୬ ରନ୍‌ରେ ପରାସ୍ତ କଲା ଭାରତ

ଅଣ୍ଡର-୧୯ T – ୨୦: ଫାଇନାଲ୍‌ରେ ଇଂଲଣ୍ଡକୁ ୭ ୱିକେଟ୍‌ରେ ହରାଇଲା ଭାରତୀୟ ମହିଳା କ୍ରିକେଟ ଟିମ୍‌

Odisha Sports Bureau

ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୬: ପାକିସ୍ତାନର ୧୦୨ ରନର ବିଜୟ, ସୁପର-୮ରେ ଶେଷ ଟିମ୍ ଭାବେ ପ୍ରବେଶ

Odisha Sports Bureau