Cricket

ସୁପରଷ୍ଟାର ରଜନୀକାନ୍ତ ପୋଜ୍ ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି

ସୁପରଷ୍ଟାର ରଜନୀକାନ୍ତ ପୋଜ୍ ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି । ଚେନ୍ନାଇ ସୁପରକିଙ୍ଗସରେ ଏକ ଇଭେଣ୍ଟରେ ଏମଏସ ଧୋନିର ଏକ ଫୋଟ ସ୍କ୍ରିନରେ ଦେଖିବାକୁ ମିଳିଥିଲା ଯେଉଁଠାରେ ତାଙ୍କୁ ସୁପର ଷ୍ଟାର ରଜନୀ କାନ୍ତ ଭଳି ଏକ ପୋଜ୍ ଦେଇ ଫୋଟ ଉଠାଇଥିଲେ ।ତାଙ୍କର ଏହି ଫୋଟ ଦେଖି ରିପୋର୍ଟର ପ୍ରଶ୍ନ ପଚାରିଥିଲେ ।ରିପୋଟର୍ସ ଜବାବ ଦେଇ କହିଥିଲେ, ‘ଏହା କୌଣସି ତୁଳନା ନୁହେଁ,ମୁଁ କେବଳ ତାଙ୍କ ପୋଜକୁ କପି କରିବାକୁ ଚେଷ୍ଟା କରୁଥିଲି ।ତା ଛଡା ଆଉ କିଛି ନୁହେଁ ମୁଁ ତାଙ୍କ ଭଳି କିଛି କେବେ କରିପାରିବି ନାହିଁ , କେବଳ ତାଙ୍କ ପୋଜ୍କୁ କପି କରିପାରିବି । ଏଭଳି ଉତ୍ତର ସୁଣି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ଧୋନିଙ୍କ ପ୍ରଶଂସା କରିଥିଲେ ।
ଧୋନିଙ୍କ ତୁଳନା ସବୁବେଳେ ସୁପରଷ୍ଟାର ରଜନୀକାନ୍ତ କାନ୍ତ ସହ ତୁଳନା କରାଯାଏ । କାରଣ ସୁପର ଷ୍ଟାର ରଜନୀକାନ୍ତ ଯେଉଁପର ସାଉଥ୍ ରେ ରାଜ କରନ୍ତି ଧୋନି ସେହିପରି ଷ୍ଟାଡିୟମରେ ରାଜ କରନ୍ତି । ରଜନୀକାନ୍ତଙ୍କ ଫିଲ୍ମ ଦେଖିବାକୁ ଯେମିତି ଲୋକେ ପାଗଳ, ସେହିଭଳି ଧୋନିଙ୍କ ଖେଳ ଦେଖିବାକୁ ଲୋକେ ପାଗଳ ହୋଇ ରହିଥାନ୍ତି । ଧୋନି ଏବଂ ରଜନୀକାନ୍ତଙ୍କ ଫ୍ୟାନ୍ ଫଲୋୟର୍ସ ବହୁତ ଅଧିକ ରହିଛନ୍ତି ।

Related posts

ଟସ ଜିତି ପ୍ରଥମେ ବୋଲିଂ କରିବାକୁ ଭାରତର ନିଷ୍ପତ୍ତି

Odisha Sports Bureau

ବିସିସିଆଇ ଟିମ୍ ଇଣ୍ଡିଆର ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ପୁରସ୍କାର

Odisha Sports Bureau

ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ୨୧ରେ ଦଳ ଚୟନ