Hockey

ଫାଇନାଲରେ ଆଜେଣ୍ଟିନା

ଭୁବନେଶ୍ୱର: ଫାଇନାଲରେ ପହଞ୍ଚିଲା ଆର୍ଜେଣ୍ଟିନା । ଜୁନିୟର ହକି ବିଶ୍ୱକପ ସେମିଫାଇନାଲରେ ଦମଦାର ବିଜୟ ସହ ପ୍ରଥମ ଦଳ ଭାବେ ସ୍ଥାନ ପକ୍କା କରିଛି ଆର୍ଜେଣ୍ଟିନା । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିୟର ହକି ସେମିଫାଇନାଲ ମ୍ୟାଚରେ ଫ୍ରାନ୍ସକୁ ୩-୧ ଗୋଲରେ ହରାଇ ଦଳ ଫାଇନାଲ ପାଇଁ ଟିକେଟ ହାସଲ କରିଛି ।

ଦ୍ୱିତୀୟ ମ୍ୟାଚରେ ଭାରତ ଏବଂ ଜର୍ମାନ ମଧ୍ୟରେ ହେବ ଲଢେଇ । ଫାଇନାଲରେ ସ୍ଥାନ ପାଇବା ପାଇଁ ଦୁଇ ଦଳ ମଧ୍ୟରେ ହେବ ମହା ଯୁଦ୍ଧ । ବିଜୟୀ ଟିମ ଫାଇନାଲରେ ଆର୍ଜେଣ୍ଟିନାକୁ ଭେଟିବ ।

Related posts

ଆଜି କଳିଙ୍ଗ ଷ୍ଟାଡିୟମରେ ଭାରତ-ଜର୍ମାନୀ କଡ଼ା ଟକ୍କର

Odisha Sports Bureau

ସଫଳତା ଶ୍ରେଷ୍ଠରେ ଦୁଇ ନାୟକ…

Odisha Sports Bureau

ହକି ଦଳକୁ ନବୀନଙ୍କ ଭେଟି

Odisha Sports Bureau