More Sports

ଆଜି ଠାରୁ ଆରମ୍ଭ ହେବ ଏସିଆନ୍ ରଗବି ଅଣ୍ଡର ୧୮ ପ୍ରତିଯୋଗିତା

(ଆଦର୍ଶ ରାଉତ): ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି କଳିଙ୍ଗ ଷ୍ଟାଡ଼ିୟମ୍ରେ ଏସିଆନ୍ ରଗବି ଅଣ୍ଡର ୧୮ ପ୍ରତିଯୋଗିତା । ଏହି ପ୍ରତିଯୋଗିତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପ୍ରତିଯୋଗିତା ୩ ବର୍ଷରେ ପହଞ୍ଚିଛି । ଏହା ପ୍ରଥମଥର ପାଇଁ ଭାରତରେ ହେବାକୁ ଯାଉଛି । ପୂର୍ବରୁ ଦୁବାଇରେ ଏବଂ ୟୁଏପିରେ ହୋଇଥିଲା । ଚଳିତ ବର୍ଷ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ମୋଟ୍ ୧୨ ଟି ଦେଶ ଭାଗ ନେବେ । ଆଜି ଏହି ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ ଭାରତ ଓ ୟୁଏପି ମଧ୍ୟରେ ଖେଳାଯିବ ।

Related posts

ଏସୀୟ ଯୁବ ଭାରୋତ୍ତୋଳନରେ କାଂସ୍ୟ ପଦକ ଜିତିଲେ ଓଡିଆ ଝିଅ ଜ୍ୟୋତ୍ସ୍ନା ସବର

Odisha Sports Bureau

ଏସିଆ ବଡୀ ବିଲ୍ଡିଙ୍ଗ୍ ଚମ୍ପିଆନସିପରେ ରୌପ୍ୟ ପଦକ ଜିତିଲେ କାଦିର

Odisha Sports Bureau

ଅମିତ,ମନିଷଙ୍କୁ ସମ୍ବର୍ଦ୍ଧିତ କଲେ କ୍ରୀଡ଼ା ମନ୍ତ୍ରୀ

Odisha Sports Bureau