Cricket

ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରିଛି

ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରିଛି । ଦଳକୁ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଓ ଜୋଶ ହେଜଲଉଡଙ୍କ କମବ୍ୟାକ୍ ହୋଇଛି । ଆଇପିଏଲରେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିବା ଆଉରାଉଣ୍ଡର୍ ମିଚେଲ ଓୱେନଙ୍କୁ ଟିମରେ ସ୍ଥାନ ମିଳି ନାହିଁ । ଚୟନକର୍ତ୍ତା ଚଳିଥର ସ୍ପିନକୁ ଦୃଷ୍ଟିରେ ରଖି ଏକ ସନ୍ତୁଳିତ କ୍ୱାଡ୍ ଚୟନ କରିଛନ୍ତି ।

PAK vs AUS- ऑस्ट्रेलिया की वनडे-T20 टीम का ऐलान, David Warner, Glenn  Maxwell समेत 5 बड़े खिलाड़ियों को आराम

ମୁଖ୍ୟ ଚୟନକର୍ତ୍ତା ଜର୍ଜ ବେଲି ଦଳ ଚୟନ ଉପରେ ବିଶ୍ୱାସ ପ୍ରକାଶ କରି କହିଛନ୍ତି, “ପ୍ୟାଟ୍ କମିନ୍ସ, ଜୋଶ୍ ହାଜେଲଉଡ୍ ଏବଂ ଟିମ୍ ଡେଭିଡ୍ ସୁସ୍ଥ ହେଉଛନ୍ତି । ଆମେ ନିଶ୍ଚିତ ଯେ ସେମାନେ ବିଶ୍ୱକପ୍ ପାଇଁ ଉପଲବ୍ଧ ହେବେ । ଏହା ଏକ ପ୍ରୋଭିଜନାଲ ଟିମ୍ ଏବଂ ଆବଶ୍ୟକ ହେଲେ ପରିବର୍ତ୍ତନ କରାଯାଇପାରେ ।”

Related posts

୪୨ ହଜାରରୁ ୬୦ ହଜାରକୁ ବୃଦ୍ଧି କରାଯିବ ସିଟ

Odisha Sports Bureau

ଆଡ଼ିଲେଡ଼୍ ଟେଷ୍ଟ, ବର୍ଷା ବାଧକ ତୃତୀୟ ଦିନରେ ୨୩୫ରନରେ ସୀମିତ ଅଷ୍ଟ୍ରେଲିଆ

Odisha Sports Bureau

ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ରୋହିତ ଶର୍ମା ପ୍ଲେଇଙ୍ଗ-୧୧ର କଲେ ଖୁଲାସା; ଏହି ଖେଳାଳିଙ୍କୁ ସୁଯୋଗ ଦେବ