Tennis

ଅଷ୍ଟ୍ରେଲିଆ ଓପନ୍ ରେ ଫେଡେରର୍ ତୃତୀୟ ରାଉଣ୍ଡରେ ପ୍ରବେଶ

(ଓଡିଶା ସ୍ପୋର୍ଟ):୨୦ଥରର ଗ୍ରାଣ୍ଡସ୍ଲାମ ଚାମ୍ପିୟନ୍ ସ୍ୱିଜରଲ୍ୟାଣ୍ଡ ଖେଳାଳି ରୋଜର ଫେଡେରର୍ ଅଷ୍ଟ୍ରେଲିଆ ଓପନ୍ରେ ୟୁକେର ଡାନ୍ ଇଭାନ୍ସଙ୍କୁ ଏକ ସଂଘର୍ଷପୂର୍ଣ୍ଣ ଲଢ଼େଇରେ ପରାସ୍ତ କରି ତୃତୀୟ ରାଉଣ୍ଡରେ ପ୍ରବେଶ କରି ଏକ ବରିଳ ରେକର୍ଡ କରିଛନ୍ତି। ସେ କ୍ରମାଗତ ୨୦ଥର ପାଇଁ ଅଷ୍ଟ୍ରେଲିଆ ଓପନ୍ର ୩ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।ସେ ୬ଥର ଅଷ୍ଟ୍ରେଲିଆ ଓପନ୍ ଜିତିଛନ୍ତି ।

ଦୀର୍ଘ ୨ଘଣ୍ଟା ୩୫ ମିନିଟ୍ ଧରି ଚାଲିଥିବା ମ୍ୟାଚ୍ରେ ଫେଡରର୍ ୭-୬, ୭-୬ ଓ ୬-୩ରେ ବିଜୟୀ ହୋଇ ପରବର୍ତ୍ତୀ ରାଉଣ୍ଡକୁ ଯାଇଛନ୍ତି।

Related posts

ଏସିଆ ଟେବୁଲ ଟେନିସ୍ ଚମ୍ପିଆନସିପ୍ରେ ପାୟସଙ୍କୁ ରୌପ୍ୟ

Odisha Sports Bureau

ୟୁଏସ ଓପନ-୨୦୧୯ରେ ସୁମିତ ନାଗଲଙ୍କ ପରାଜୟ

Odisha Sports Bureau

ଫାଇନାଲରେ ନାଦାଲ

Odisha Sports Bureau