Football

ଓଡ଼ିଶା ବାଳିକା ଦଳ ୨-୧ରେ ମଣିପୁରକୁ ହରାଇ ଫାଇନାଲରେ

(ଓଡିଶା ସ୍ପୋର୍ଟ): ପୁନେରେ ଚାଲିଥିବା ଖେଲୋ ଇଣ୍ତିଆ ଯୁବା କ୍ରୀଡ଼ା ପ୍ରତିଯୋଗିତାର ଫୁଟବଲରେ ଓଡ଼ିଶାର ୧୭ ବର୍ଷରୁ କମ ବାଳିକା ଦଳ ଫାଇନାଲରେ ପ୍ରବେଶ କରିଛି । ଆଜି ଖେଳାଯାଇଥିବା ସେମିଫାଇନାଲରେ ଓଡ଼ିଶା ୨-୧ରେ ମଣିପୁରକୁ ହରାଇ ବିଜୟୀ ଲାଭ କରିଛି । ଓଡ଼ିଶା ପାଇଁ ଦୀପା ନାୟକ ୩ ମିନିଟରେ ଏବଂ ସରିତା ସୋରେଙ୍ଗ ୮୮ମିନିଟରେ ଗୋଲ ଦେଇଥିଲେ । ଆସନ୍ତା ୧୯ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ । ସେମିଫାଇନାଲ ମ୍ୟାଚ ଜିତିବା ପରେ ଫାଇନାଲରେ ସ୍ୱର୍ଣ୍ଣ ପଦକ ହାସଲ କରିବାକୁ ନେଇ ଏକ ପ୍ରକାର ଆଶାବାଦୀ ଅଛନ୍ତି ।

Related posts

୧୦୦ ଦିନ ପରେ ଇଂରାଜୀ ପ୍ରିମିୟର ଲିଗ୍ ପ୍ରତ୍ୟାବର୍ତ୍ତନ, ମଞ୍ଚେଷ୍ଟର ସିଟି ଆର୍ସେନାଲ୍ କୁ ୩–୦ରେ ପରାସ୍ତ କଲା

ସାକାର ହୋଇଛି ଲିଓନେଲ ମେସିଙ୍କ ସବୁଠୁ ବଡ଼ ସ୍ୱପ୍ନ

Odisha Sports Bureau

କ୍ୟାପଟେନ ପାଓଲୋ ରୋସିଙ୍କ ଦେହାନ୍ତ

Odisha Sports Bureau