Hockey

ଓଡ଼ିଶା ମହିଳା ହକି ଦଳ ସେମିରେ ପ୍ରବେଶ

(ଓଡିଶା ସ୍ପୋର୍ଟ): ପୁନେରେ ଚାଲିଥିବା ଖେଲୋ ଇଣ୍ତିଆ ଯୁବା କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶାର ୨୧ ବର୍ଷରୁ କମ୍ ମହିଳା ହକି ଦଳ ସେମି ଫାଇନାଲ୍ ରେ ପ୍ରବେଶ କରିଛି ।କ୍ବାର୍ଟର ଫାଇନାଲ୍ ରେ ଓଡ଼ିଶା ୩-୨ ପେନାଲ୍ଟି ସୁଟଆଉଟରେ ମହାରାଷ୍ଟ୍ରକୁ ହରାଇ ଏହି ଯୋଗ୍ୟତା ଅର୍ଜନ କରିଛି।ଓଡ଼ିଶା ପାଇଁ ଆଜମିନା କୁଜୁର, ରୋଜିତ କୁଜୁର ଓ ଅସିମ୍ କାଞ୍ଚନ ବାର୍ଲା ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । ଆସନ୍ତାକାଲି ପ୍ରଥମ ସେମିଫାଇନାଲ୍ ଓଡ଼ିଶା-ଝାଡ଼ଖଣ୍ଡ ଏବଂ ଦ୍ବିତୀୟ ସେମିଫାଇନାଲ୍ ହରିଆନା-ପଞ୍ଜାବ ମଧ୍ୟରେ ଖେଳାଯିବ।

Related posts

ବୀରେନ୍ଦ୍ର ଲାକ୍ରା ହେଲେ ପୁରୁଷ ହକି ଟିମର ଅଧିନାୟକ

ପୂର୍ବାଞ୍ଚଳ ଉପକନିଷ୍ଠ ହକିରେ ଓଡ଼ିଶା ବାଳକଙ୍କୁ ସ୍ବର୍ଣ୍ଣ, ବାଳିକାଙ୍କୁ ରୌପ୍ୟ

Odisha Sports Bureau

ହିରୋ ହକି ଇଣ୍ଡିଆ ଲିଗ୍ ମ୍ୟାଚକୁ ଦେଖିବାକୁ ଆବଶ୍ୟକତା ନାହିଁ ପାସ୍ ଓ ଟିକେଟର

Odisha Sports Bureau