Cricket

ନିର୍ଣ୍ଣାୟକ ମୁକାବିଲା: ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆର ଭାରତ ଗସ୍ତର ଶେଷ ମ୍ୟାଚ୍‌ ଚେନ୍ନାଇରେ ହେବାକୁ ଥିବା ବେଳେ ଏହାକୁ ଜିତିବା ଉଭୟ ଦଳର ଲକ୍ଷ୍ୟ ରହିବ। କାରଣ ଏଥିପୂର୍ବରୁ ଉଭୟ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତି ସ୍ଥିତି ୧-୧ରେ ବରାବର କରିଛନ୍ତି । କିନ୍ତୁ ପ୍ରଥମ ଦୁଇ ମ୍ୟାଚ୍‌ରେ ଦର୍ଶକମାନଙ୍କ ମନୋରଂଜନ ହୋଇପାରିନଥିବାରୁ ଚେନ୍ନାଇରେ ତାହା ପୂରଣ ହୋଇପାରୁଛି କି ନାହିଁ, ତାହା ଦେଖିବାର କଥା। କାରଣ ପୂର୍ବ ଦୁଇ ମ୍ୟାଚ୍‌ କମ୍‌ ରନ୍‌ ବିଶିଷ୍ଟ ହୋଇଥିଲା। ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୨୦୦ ରନ୍‌ ବି ଛୁଇଁ ପାରୁନଥିଲେ। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ ପିଚ୍‌ରେ ମଧ୍ୟ ରନ୍‌ ବାହାର କରିବାରେ ବ୍ୟାଟରଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିଥାଏ।

Related posts

ଭାରତୀୟ ଦଳର କୋଚ ପାଇଁ ଆଗ ଧାଡ଼ିରେ ଜୟବର୍ଦ୍ଦନେ

କୋହଲିଙ୍କ ଟ୍ରଫି ସ୍ୱପ୍ନ ଅଧୁରା; ଗିଲଙ୍କ ଶତକରେ ଆରସିବି ବିଦା

ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରିଛି

Odisha Sports Bureau