Cricket

ପ୍ରଥମେ ଶ୍ରେୟସ ଆୟର ପରେ  ଲକି ଫର୍ଗୁସନ ଆଉ ଏବେ ନୀତୀଶ ରାଣା : କେକେଆରର ପିଛା ଛାଡ଼ୁନି ସମସ୍ୟା 

କୋଲକାତା: ପ୍ରଥମେ ଶ୍ରେୟସ ଆୟର ପରେ ଲକି ଫର୍ଗୁସନ ଆଉ ଏବେ ନୀତୀଶ ରାଣା | ଆଇପିଏଲ୍ ୨୦୨୩ ସିଜନ୍ ଆରମ୍ଭ ହେବା ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଅଡୁଆ କମିବାର ନାମ ନେଉନାହିଁ | ପିଠିରେ ଆଘାତ ହେତୁ ଦଳର ଅଧିନାୟକ ଶ୍ରେୟସ ଆୟର ଏହି ସିଜିନରୁ ବାଦ ପଡିଥିବାବେଳେ ଦ୍ରୁତ ବୋଲର ଲକି ଫର୍ଗୁସନ ମଧ୍ୟ ଆହତ ହୋଇଥିବାର ଖବର ସାମ୍ନାକୁ ଆସିଛି |

ଅନ୍ୟପଟେ କେକେଆର ଦଳର ବ୍ୟାଟ୍ସମ୍ୟାନ ନୀତୀଶ ରାଣା ମଧ୍ୟ ଅଭ୍ୟାସ ସମୟରେ ଆହତ ହୋଇଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ଦଳର ଖେଳାଳିମାନେ ଘରୋଇ ଗ୍ରାଉଣ୍ଡ ଇଡେନ୍ ଗାର୍ଡେନ୍ସରେ ଅଭ୍ୟାସ ଆରମ୍ଭ କରିଛନ୍ତି | ଆଉ ଏହି ଅଭ୍ୟାସ ସମୟରେ ନୀତୀଶ ରାଣାଙ୍କ ବାମ ଆଣ୍ଠୁରେ ଆଘାତ ଲାଗିଛି | ଯାହା ପାଇଁ ଚିନ୍ତାରେ ପଡିଛି କେକେଆର୍ |

Related posts

ନୂଆ ଜର୍ସିରେ ନଜର ଆସିବେ LSG

ହୋମ ଗ୍ରାଉଣ୍ଡରେ ମ୍ୟାଚ ଜିତିଲା କେକେଆର

ଟି୨୦ ବିଶ୍ୱକପ୍‌ : ଷ୍ଟିଭ୍‌ ସ୍ମିଥ୍‌ ଓ ଡେଭିଡ ଓ୍ବାର୍ନରଙ୍କ ପ୍ରତ୍ୟାବର୍ତ୍ତନ

Odisha Sports Bureau