Cricket

ବାବର ଆଜମଙ୍କ ସୋସିଆଲ୍ ମିଡିଆରେ ଭାଇରାଲ ହେଲା ବ୍ୟକ୍ତିଗତ ଫଟୋ

ନୂଆଦିଲ୍ଲୀ : ବଢିବାରେ ଲାଗିଛି ପାକିସ୍ତାନର କ୍ୟାପଟେନ୍ ବାବର ଆଜମଙ୍କ ଅଡୁଆ । ପ୍ରଥମେ ଘରୋଇ ମୈଦାନରେ ସିରିଜ୍ ହାରିବା ପରେ, ତାଙ୍କ ଅଧିନାୟକ ପଦ ବିପଦରେ ରହିଛି । କୁହାଯାଉଛି ପିସିବିର ନୂଆ ଅଧ୍ୟକ୍ଷ ନଜମ ସେଠୀ ତାଙ୍କୁ ଖୁବଶୀଘ୍ର ତିନୋଟି ଯାକ ଫର୍ମାଟର କ୍ୟାପଟେନ୍ ପଦରୁ ବାହାର କରିପାରନ୍ତି । ଏପରି ସ୍ଥିତିରେ ବାବର ଆଜମଙ୍କୁ ନେଇ ଆସିଛି ଆଉ ଏକ ବିବାଦୀୟ ଖବର । ସୋସିଆଲ୍ ମିଡିଆରେ ପାକିସ୍ତାନ କ୍ରିକେଟ୍ ଟିମ୍ କ୍ୟାପଟେନଙ୍କ କିଛି ବ୍ୟକ୍ତିଗତ ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି । କୁହାଯାଉଛି ଏହି ଭିଡିଓ ହେଉଛି ବାବର ଆଜମଙ୍କର । ତେବେ ବାବର ଆଜମଙ୍କୁ ହନିଟ୍ରାପ କରାଯାଇଥିବା ଦାବି କରାଯାଉଛି ।

Related posts

ଗୌହାଟି ଟେଷ୍ଟରୁ ବାଦ ପଡିଲେ ଗିଲ୍, ଦଳର ନେତୃତ୍ୱ ନେବେ ଋଷଭ ପନ୍ତ

Odisha Sports Bureau

ଆଇସିସି ଅଣ୍ଡର -୧୯ ବିଶ୍ୱକପର ସୂଚୀ ଘୋଷଣା; ଜାଣନ୍ତୁ ଟିମ୍ ଇଣ୍ଡିଆର ମ୍ୟାଚ୍ କେବେ କେବେ ହେବ?

Odisha Sports Bureau

ଟେଷ୍ଟ୍ କ୍ରିକେଟରେ ୭୦୦ ୱିକେଟ ନେଇ ରେକର୍ଡ କଲେ ଅଶ୍ୱିନ