Badmintonଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ମନା କରିବା ପଡିଲା ମହଙ୍ଗାOdisha Sports BureauJanuary 15, 2026 by Odisha Sports BureauJanuary 15, 2026094 ଦିଲ୍ଲୀରେ ଖେଳିବାକୁ ମନା କରିବାରୁ ଚାରିଥର ର ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିଅନ ଥିବା ଆଣ୍ଡର୍ସ ଆଣ୍ଟୋନସେନଙ୍କୁ ପ୍ରାୟ ୪.୫ ଲକ୍ଷ ଟଙ୍କାର ଜରିମାନା କରାଯାଇଛି । ସହରର ଉଚ୍ଚ ବାୟୁ ପ୍ରଦୂଷଣ ଯୋଗୁଁ ଆଣ୍ଟୋନସେନ...
Badmintonସେମିଫାଇନାଲରେ ପରାଜିତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଲେ ସିନ୍ଧୁOdisha Sports BureauJanuary 10, 2026 by Odisha Sports BureauJanuary 10, 2026079 ଭାରତର ତାରକା ବ୍ୟାଡମିଣ୍ଟନ ଖେଳାଳି ତଥା ଅଲିମ୍ପିକ୍ସ ପଦକ ବିଜୟିନୀ ପି.ଭି.ସିନ୍ଧୁ ମାଲେସିଆ ଓପନ ସୁପର ୧୦୦୦ର ମହିଳା ସେମିଫାଇନାଲରେ ପରାଜିତ ହୋଇଛନ୍ତି। ସେ ଚୀନ ଖେଳାଳି ତଥା ବିଶ୍ବ ନଂ୨ ଓ୍ବାଙ୍ଗ ଝିୟିଙ୍କ...
Badmintonମାଲେସିଆ ଓପନ୍ ସୁପର ୧୦୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କଲେ ପି. ଭି. ସିନ୍ଧୁOdisha Sports BureauJanuary 9, 2026 by Odisha Sports BureauJanuary 9, 2026097 ଭାରତର ଷ୍ଟାର ସଟଲର୍ ପି. ଭି. ସିନ୍ଧୁ ଶୁକ୍ରବାର କ୍ୱାଲାଲମ୍ପୁରରେ ମାଲେସିଆ ଓପନ୍ ସୁପର ୧୦୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ପି. ଭି. ସିନ୍ଧୁ ଜାପାନର ବିଶ୍ୱ ନମ୍ବର ୩...
Badmintonଜାତୀୟ ସବ୍ ଜୁନିଅର ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପରେ ଓଡ଼ିଆ ଝିଅଙ୍କ କମାଲ୍Odisha Sports BureauDecember 8, 2025 by Odisha Sports BureauDecember 8, 20250104 ଜାତୀୟ ସବ୍ ଜୁନିଅର ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପରେ ଓଡ଼ିଆ ଝିଅଙ୍କ କମାଲ୍ । ୧୫ ଓ ୧୭ ବର୍ଷରୁ କମ୍ ବର୍ଗରେ ଚାମ୍ପିଅନ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ତନଭି ପତ୍ରି । ଭୁବନେଶ୍ୱର...
Badmintonଅଷ୍ଟ୍ରେଲିଆ ଓପନ ବ୍ୟାଡମିଣ୍ଟନ ଟାଇଟଲ ଜିତିଛନ୍ତି ଲକ୍ଷ୍ୟ ସେନ୍Odisha Sports BureauNovember 23, 2025 by Odisha Sports BureauNovember 23, 2025083 ଲକ୍ଷ୍ୟ ସେନ ସିଡନୀରେ ସୁପର ୫୦୦ ଅଷ୍ଟ୍ରେଲିଆନ ଓପନ ଜିତିବା ସହିତ ଟାଇଟଲର ଦୀର୍ଘ ମରୁଡିର ଅନ୍ତ ଘଟାଇଛନ୍ତି । ସେ ଜିତିଥିବା ଏହି ଟାଇଟଲର ଫାଇନାଲ ମ୍ୟାଚରେ ଜାପାନର ୟୁଶି ତାନାକାଙ୍କୁ ୨୧-୧୫,...
Badmintonଅଷ୍ଟ୍ରେଲିଆନ୍ ଓପନ୍ ସୁପର୍ ୫୦୦ର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଭାରତୀୟ ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନ୍Odisha Sports BureauNovember 22, 2025 by Odisha Sports BureauNovember 22, 2025078 ଭାରତୀୟ ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନ୍ ଅଷ୍ଟ୍ରେଲିଆନ୍ ଓପନ୍ ସୁପର୍ ୫୦୦ର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି, ସେମିଫାଇନାଲ୍ରେ ବିଶ୍ୱର ୬ ନମ୍ବର ଖେଳାଳି ଚାଇନିଜ୍ ତାଇପେର ଚୌ ତିଏନ୍ ଚେନ୍ଙ୍କ ବିପକ୍ଷରେ...
Badmintonଜାପାନ ପାରା ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ଏକକାଳୀନ ତିନିଟି ସ୍ବର୍ଣ୍ଣ ପଦକ ଜିତି ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି ପ୍ରମୋଦ ଭଗତOdisha Sports BureauNovember 11, 2025 by Odisha Sports BureauNovember 11, 2025096 ଜାପାନରେ ଖେଳାଯାଇଥିବା ହୁଲିକ ଦୈହାତସୁ ଜାପାନ ପାରା ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ଏକକାଳୀନ ତିନିଟି ସ୍ବର୍ଣ୍ଣ ପଦକ ଜିତି ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି ଓଡ଼ିଆ ପାରା ବ୍ୟାଡ୍ମିଣ୍ଟନ ଖେଳାଳି ପ୍ରମୋଦ ଭଗତ...
Badmintonଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟOdisha Sports BureauAugust 18, 2025 by Odisha Sports BureauAugust 18, 20250105 ମ୍ୟାଚ୍ ଖେଳିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଋତୂପର୍ଣ୍ଣା ପଣ୍ଡା ଓ ଶ୍ୱେତାପର୍ଣ୍ଣା ପଣ୍ଡା । ଅଗଷ୍ଟ ୨୫ ରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜିତ ପ୍ୟାରିସ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ, ଭାରତକୁ ରିପ୍ରେଜେଣ୍ଟ କରିବାକୁ...
Badmintonବ୍ୟାଡମିଣ୍ଟନ ଖେଳୁଥିବା ସମୟରେ ହୃଦଘାତ ଯୋଗୁଁ ୨୫ ବର୍ଷୀୟ ଯୁବକଙ୍କ ଚାଲିଗଲା ଜୀବନOdisha Sports BureauJuly 28, 2025 by Odisha Sports BureauJuly 28, 20250115 ହାଇଦ୍ରାବାଦ: ରବିବାର ସନ୍ଧ୍ୟାରେ ହାଇଦ୍ରାବାଦର ନାଗୋଲେ ଷ୍ଟାଡିୟମରେ ବ୍ୟାଡମିଣ୍ଟନ ଖେଳୁଥିବା ସମୟରେ ଜଣେ ୨୫ ବର୍ଷୀୟ ଯୁବକଙ୍କ ହୃଦଘାତରେ ମୃତ୍ୟୁ ହେବା ଘଟଣା ଏକ ଆଶ୍ଚର୍ଯ୍ୟଜନକ ଦୁଃଖଦ ଘଟଣା। ଗୁଣ୍ଡଲା ରାକେଶ ନାମକ ମୃତକ ଖେଳ...
Badmintonବିବାହର ୭ ବର୍ଷ ପରେ ଛାଡ଼ପତ୍ରOdisha Sports BureauJuly 15, 2025 by Odisha Sports BureauJuly 15, 2025097 ନୂଆଦିଲ୍ଲୀ-: ଭାରତର ବ୍ୟାଡମିଣ୍ଟନ ରାଣୀ ସାଇନା ନେହୱାଲ ଏବଂ ତାଙ୍କ ସ୍ୱାମୀ ପରୁପଲ୍ଲୀ କଶ୍ୟପ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି। ଏହି ଦୁଇ ତାରକାଙ୍କ ଅଲଗା ହେବା ଖବର ଭାରତୀୟ କ୍ରୀଡ଼ା ଜଗତରେ ଆଲୋଡ଼ନ...