Badmintonୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ୍ ଫାଇନାଲରେ ତନଭି ଓ ଆୟୁଷOdisha Sports BureauJune 30, 2025 by Odisha Sports BureauJune 30, 20250104 ବ୍ୟୁରୋ-: ସମ୍ମାନଜନକ ୟୁଏସ୍ ଓପନ୍ ସୁପର ୩୦୦ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ଭାରତୀୟ ସଟଲର୍ ତନଭି ଶର୍ମା ଜୟଯାତ୍ରା ଜାରି ରଖି ଫାଇନାଲ୍ ସ୍ଥାନ ପକ୍କା କରିଛନ୍ତି। ସେହିଭଳି ପୁରୁଷ ଏକକରେ ଆୟୁଷ ସେଟ୍ଟୀ ଐତିହାସିକ...
Badmintonଇଣ୍ଡୋନେସିଆ ଓପନ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ୨୦୨୫ର କ୍ଵାଟର ଫାଇନାଲରେ ଭାରତ ପରାସ୍ତOdisha Sports BureauJune 7, 2025 by Odisha Sports BureauJune 7, 2025099 ନୂଆଦିଲ୍ଲୀ-: ଇଣ୍ଡୋନେସିଆ ଓପନ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ୨୦୨୫ର କ୍ଵାର୍ଟର ଫାଇନାଲରୁ ଭାରତର ଏକ ନମ୍ବର ପୁରୁଷ ଯୁଗଳ ଯୋଡ଼ି ସାତ୍ୱିକସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ବିଦାୟ ନେଇଛନ୍ତି । ଏଥି ସହିତ ପ୍ରତିଯୋଗିତାରୁ...
Badmintonଅଲିମ୍ପିକ୍ସ ବ୍ୟାଡମିଣ୍ଟନ ସେମିରେ ହାରିଲେ ଲକ୍ଷ ସେନ୍Odisha Sports BureauAugust 4, 2024 by Odisha Sports BureauAugust 4, 20240154 ଭାରତର ଉଦୀୟମାନ ଖେଳାଳି ଲକ୍ଷ ସେନ୍ ପ୍ୟାରିସ୍ ଅଲିମ୍ପିକ୍ ଗେମ୍ସର ପୁରୁଷ ବ୍ୟାଡମିଣ୍ଟନ୍ ସିଙ୍ଗଲ୍ ଇଭେଣ୍ଟର ସେମିଫାଇନାଲରେ ପରାଜୟର ସମ୍ମୁଖୀନ ହୋଇଛନ୍ତି । ଟୋକିଓ ଅଲିମ୍ପିକ୍ସ ଚାମ୍ପିଅନ୍ ଭିକ୍ଟର ଆକ୍ସେଲସେନ୍ ଲକ୍ଷ ସେନଙ୍କୁ ୨୨-୨୦,...
Badmintonପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲେ ଲକ୍ଷ୍ୟ ସେନOdisha Sports BureauAugust 3, 2024August 3, 2024 by Odisha Sports BureauAugust 3, 2024August 3, 20240162 ପ୍ୟାରିସ: ଭାରତର ଉଦୀୟମାନ ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନ ଶୁକ୍ରବାର ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି । ସେ ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିବା ଗୌରବ ଅର୍ଜନ...
Badmintonଅଣ୍ଡର ୧୭ ଅଲଓଡ଼ିଶା ବ୍ୟାଡମିଣ୍ଟନ ଚମ୍ପିୟାନସିପରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ମନିଷ କୁମାର ପାଲOdisha Sports BureauJuly 22, 2024 by Odisha Sports BureauJuly 22, 20240143 ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ମହୁଲଡିହା ର ମନିଷ କୁମାର ପାଲ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ ରେ ଅଣ୍ଡର ୧୭ରେ ଅଲ ଓଡିଶା...
Badmintonଥାଇଲାଣ୍ଡ ଓପନରେ ସଫଳତା ପରେ ନମ୍ବର ଓ୍ବାନକୁ ଫେରିଲେ ସାତ୍ତ୍ୱିକ-ଚିରାଗOdisha Sports BureauMay 22, 2024 by Odisha Sports BureauMay 22, 20240152 ନୂଆଦିଲ୍ଲୀ : ଥାଇଲାଣ୍ଡ ଓପନରେ ସଫଳତା ପରେ ନମ୍ବର ଓ୍ବାନକୁ ଫେରିଲେ ସାତ୍ତ୍ୱିକ-ଚିରାଗ | ସଫଳତା ପରେ ଭାରତର ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ପୁଣି ବିଶ୍ୱର ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ ପୁରୁଷ...
Badmintonପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକOdisha Sports BureauOctober 27, 2023October 27, 2023 by Odisha Sports BureauOctober 27, 2023October 27, 20230173 ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚୀନ୍ର ହାଙ୍ଗ୍ଝୌରେ ଚାଲିଥିବା ‘ଏସିଆନ୍ ପାରା ଗେମ୍ସ୍ ୨୦୨୩ରେ ଆଜି ଭାରତର ବ୍ୟାଡ୍ମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତ ଭାରତ ଲାଗି ୨୧ତମ ସ୍ବର୍ଣ୍ଣ ପଦକ...
Badmintonପୁରୁଷ ଏକକ-୩ ବର୍ଗରେ ସ୍ବର୍ଣ୍ଣ ପଦକ ଜିଣିଲେ ପ୍ରମୋଦ ଭଗତOdisha Sports BureauOctober 27, 2023 by Odisha Sports BureauOctober 27, 20230169 ଚୀନ୍ର ହାଙ୍ଗ୍ଝୌରେ ଚାଲିଥିବା ‘ଏସିଆନ୍ ପାରା ଗେମ୍ସ୍ ୨୦୨୩ରେ ଆଜି ଭାରତର ବ୍ୟାଡ୍ମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତ ଭାରତ ଲାଗି ୨୧ତମ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଆଜି ପୁରୁଷ ଏକକ-୩ ବର୍ଗର ଚୂଡ଼ାନ୍ତ...
Badmintonବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ : ପୁରୁଷ ଡବଲ୍ସରେ ସ୍ୱର୍ଣ୍ଣ ଜିତିଲା ଭାରତOdisha Sports BureauOctober 7, 2023October 7, 2023 by Odisha Sports BureauOctober 7, 2023October 7, 20230158 ଏସୀୟ କ୍ରୀଡା ବ୍ୟାଡମିଣ୍ଟନ ଡବଲ୍ସରେ ଭାରତକୁ ସ୍ୱର୍ଣ୍ଣ । ପୁରୁଷ ଡବଲ୍ସରେ ଭାରତ ସ୍ୱର୍ଣ୍ଣ ଜିତିଛି । ଭାରତର ପଦକ ସଂଖ୍ୟା ୧୦୧କୁ ବୃଦ୍ଧି ପାଇଛି । ଭାରତ ପାଇଁ ସାତ୍ତ୍ୱିକ ଓ ଚିରାଗଙ୍କ...
Badmintonକମଳାକାନ୍ତ ବିଦ୍ୟାପୀଠ ଇଣ୍ଡୋର ଷ୍ଟାଡିଅମ ରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତOdisha Sports BureauSeptember 22, 2023 by Odisha Sports BureauSeptember 22, 20230164 କଟକ: କଟକର କମଳାକାନ୍ତ ବିଦ୍ୟାପୀଠ ଇଣ୍ଡୋର ଷ୍ଟାଡିଅମ ରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଆସସିଷ୍ଟାଣ୍ଡ ଡି ଇ ଓ ସନ୍ତୋଷ କୁମାର ରାଉତ...