Badmintonକମାଲ କଲେ କିଟ୍ ଛାତ୍ରୀ ପଣ୍ଡା ସିଷ୍ଟର୍ସOdisha Sports BureauSeptember 4, 2023September 4, 2023 by Odisha Sports BureauSeptember 4, 2023September 4, 20230144 ଲାଗୋସ : ପଣ୍ଡା ସିଷ୍ଟର୍ସଙ୍କ କମାଲ | ଭାରତୀୟ ଷ୍ଟାର୍ ସଟଲର ଯୋଡି କିଟ୍ ଛାତ୍ରୀ ଋତୁପର୍ଣ୍ଣା ପଣ୍ଡା ଓ ତାଙ୍କ ଭଉଣୀ ଶ୍ବେତପର୍ଣ୍ଣା ପଣ୍ଡା ପୁଣି ଅନ୍ତର୍ଜାତୀୟ ସ୍ତରରେ ନିଜ ପରିଦର୍ଶିତା ଦେଖାଇଛନ୍ତି...
Badmintonଲଗାତର ୩ ଥର ଚାମ୍ପିୟନ ହୋଇ ଆସିକା ପାଇଁ ଗର୍ବ ଆଣିଛନ୍ତି ଅବିନାଶOdisha Sports BureauAugust 29, 2023 by Odisha Sports BureauAugust 29, 20230167 ଗଞ୍ଜାମ /ରଜନୀକାନ୍ତ ପାତ୍ର : ଲଗାତାର ତିନିଥର ଚାମ୍ପିୟନ ହୋଇ ଆସିକା ପାଇଁ ଗର୍ବ ଆଣିଛନ୍ତି ଅବିନାଶ । ତିନିଦିନ ଧରି ବ୍ରହ୍ମପୁର ସ୍ପୋର୍ଟସ ଏରିନାରେ ଚାଲିଥିବା ବ୍ୟାଡମିଣ୍ଟନ ଚାମ୍ପିୟନସିପ ୨୦୨୩ ରେ ଅସିକା...
Badmintonତାଜିକସ୍ତାନରେ ସ୍ବର୍ଣ୍ଣ ଜିତିଲେ ପଣ୍ଡା ଭଉଣୀOdisha Sports BureauAugust 12, 2023 by Odisha Sports BureauAugust 12, 20230145 ଓଡ଼ିଶାର ଦୁଇ ବ୍ୟାଡମିଣ୍ଟନ ତାରକା ପଣ୍ଡା ଭଉଣୀ ଋତାପର୍ଣ୍ଣା ଓ ଶ୍ବେତପର୍ଣ୍ଣା ବିଡବ୍ଲୁଏଫ୍ ତାଜିକସ୍ତାନ ଆନ୍ତର୍ଜାତିକ ସିରିଜ୍ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏଥିସହିତ କୌଣସି ଆନ୍ତର୍ଜାତିକ ପ୍ରତିଯୋଗିତାରେ ଦୁଇ ଭାରତୀୟ ଭଉଣୀ ସ୍ବର୍ଣ୍ଣ ପଦକ...
Badmintonଚତୁଃରାଷ୍ଟ୍ରୀୟ ପାରା ବ୍ୟାଡ୍ମିଣ୍ଟନରେ ଓଡ଼ିଆଙ୍କୁ ୪ ପଦକOdisha Sports BureauAugust 7, 2023 by Odisha Sports BureauAugust 7, 20230141 ଭୁବନେଶ୍ୱର : ଇଂଲଣ୍ଡରେ ଆୟୋଜିତ ଚତୁଃରାଷ୍ଟ୍ରୀୟ ପାରା ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ୩ଟି ବର୍ଗର ଫାଇନାଲ୍ରେ ପ୍ରବେଶ କରିଥିବା ଓଡ଼ିଆ ପୁଅ ତଥା ଖେଳରତ୍ନ ପୁରସ୍କାରପ୍ରାପ୍ତ ପ୍ରମୋଦ ଭଗତ ଗୋଟିକରେ ବିଜେତା ଏବଂ ଅନ୍ୟ ଦୁଇଟିରେ...
Badmintonହିଂଜିଳିକାଟୁ ମ୍ୟୁନିସପାଲଟିର ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟ ଜୁନିୟର ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମଣ୍ଟେOdisha Sports BureauJuly 28, 2023 by Odisha Sports BureauJuly 28, 20230160 ଗଞ୍ଜାମ (ରଜନୀକାନ୍ତ ପାତ୍ର):- ଗଂଜାମ ଜିଲ୍ଲା ହିଂଜିଳିକାଟୁ ମ୍ୟୁନିସପାଲଟିର ଇଣ୍ଡୋର ଷ୍ଟାଡିୟମ ଠାରେ ଆଜି ଠାରୁ ଆରମ୍ଭ ହୋଇଯାଇଛି ଓଡିଶା ରାଜ୍ୟ ଜୁନିୟର ୧୯ବର୍ଷରୁ କମ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମଣ୍ଟେ । ଏହି ଟୁର୍ଣ୍ଣାମଣ୍ଟେ କୁ...
Badmintonବ୍ୟାଡମିଣ୍ଟନ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟOdisha Sports BureauJuly 28, 2023July 28, 2023 by Odisha Sports BureauJuly 28, 2023July 28, 20230221 ଟୋକିଓ: ଜାପାନ ଓପନ ସୁପର ୭୫୦ ବ୍ୟାଡମିଣ୍ଟନ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ୩ ଖେଳାଳି । ସେଥି ମଧ୍ୟରେ ସଟଲର ଏଚଏସ ପ୍ରଣୟ ଓ ଲକ୍ଷ୍ୟ ସେନଙ୍କ ସହ ସାତ୍ୱିକସାଇରାଜ...
Badmintonପ୍ରମୋଦଙ୍କୁ ଏସୀୟ ପାରା କ୍ରୀଡ଼ା ଟିକେଟ୍Odisha Sports BureauJuly 27, 2023July 27, 2023 by Odisha Sports BureauJuly 27, 2023July 27, 20230289 ଭୁବନେଶ୍ବର: ଅଲିମ୍ପିକ୍ ବିଜେତା ଓଡ଼ିଆ ପୁଅ ପ୍ରମୋଦ ଭଗତ ଚୀନ୍ରେ ଆୟୋଜିତ ହେବାକୁ ଥିବା ଏସୀୟ ପାରା କ୍ରୀଡ଼ା ଟିକେଟ୍ କରାୟତ୍ତ କରିଛନ୍ତି। ଗ୍ରେଟର ନୋଏଡ଼ାରେ ଆୟୋଜିତ ଦୁଇ ଦିନିଆ ପାରା ବ୍ୟାଡ୍ମିଣ୍ଟନ୍ ଟ୍ରାଏଲ୍ସରେ...
Badmintonରାଜ୍ୟ ସ୍ତରୀୟ Under 19 ବ୍ୟାଟମିଣ୍ଟନ ଟୁର୍ଣ୍ଣାମେଣ୍ଟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତOdisha Sports BureauJuly 22, 2023July 22, 2023 by Odisha Sports BureauJuly 22, 2023July 22, 20230151 ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ପୌରପରିସଦ ସମ୍ମିଳନୀ କକ୍ଷରେ ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟ ସ୍ତରୀୟ Under 19 ବ୍ୟାଟ ବିଣ୍ଟନ ଟୁର୍ଣ୍ଣାମେଣ୍ଟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକକୁ ପୌରପରିସଦ ଅଧକ୍ଷ...
Badmintonମାନ୍ୟତାର ତଳକୁ ଖସିଲେ ସିନ୍ଧୁOdisha Sports BureauJuly 19, 2023 by Odisha Sports BureauJuly 19, 20230154 ନୂଆଦିଲ୍ଲୀ: ପିଭି ସିନ୍ଧୁଙ୍କ ବଡ଼ ଧରଣର ଅବନତି ପରିଲକ୍ଷିତ ହୋଇଛି । ପ୍ରକାଶିତ ବିଶ୍ବ ମାନ୍ୟତାରେ ସିନ୍ଧୁ ୫ ସ୍ଥାନରୁ ଖସି ୧୭ତମ ସ୍ଥାନରେ ପହଞ୍ଚିଛନ୍ତି। ତେବେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସମୟରେ ୨ ନମ୍ବର...
Badmintonସ୍ମାସ୍ ସଟ ମାରି ଗିନିଜ ୱାଲର୍ଡ ରେକର୍ଡ କଲେ ସାତ୍ତ୍ୱିକOdisha Sports BureauJuly 19, 2023 by Odisha Sports BureauJuly 19, 20230163 ସ୍ମାସ୍ ସଟ ମାରି ଗିନିଜ ୱାଲର୍ଡ ରୋକର୍ଡ କଲେ ସାତ୍ତ୍ୱିକ ସାଇରାଜ ରାଙ୍କରେଡ୍ଡୀ । ଭାରତୀୟ ଷ୍ଟାର ଖେଳାଳି ସାଇରାଜ ବ୍ୟାଡମିଣ୍ଟନରେ କରିଛନ୍ତି ରେକର୍ଡ । ସେ ୫୬୫ କିମି ପ୍ରତି ଘଣ୍ଟା ସ୍ପିଡରେ...