Cricketପରଲୋକରେ ଭିବି ଚନ୍ଦ୍ରଶେଖରOdisha Sports BureauAugust 16, 2019August 16, 2019 by Odisha Sports BureauAugust 16, 2019August 16, 201901085 (ଓଡିଶାସ୍ପୋର୍ଟସ ): ଟିମ ଇଣ୍ଡିଆର ପୂର୍ବତନ କିକ୍ରେଟର ଭିବି ଚନ୍ଦ୍ରଶେଖରଙ୍କ ୫୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ସମସ୍ତଙ୍କ ନିକଟରେ ଚନ୍ଦ୍ର ଶେଖର ଭିବି ନାମରେ ପରିଚିତ ଥିଲେ। ହୃତଘାତରେ ତାଙ୍କର...
Cricketଶାରୀରିକ ଭିନ୍ନକ୍ଷମ ଟି -୨୦ୱାର୍ଲ୍ଡ ସିରିଜରେ ଭାରତ ଚମ୍ପିୟନOdisha Sports BureauAugust 14, 2019 by Odisha Sports BureauAugust 14, 201901118 (ଓଡିଶାସ୍ପୋର୍ଟସ): ଇଂଲଣ୍ଡର ୱର୍ସେଷ୍ଟରରେ ଫିଜିକାଲ୍ ଡିଜାବିଲିଟି (ଶାରୀରିକ ଭିନ୍ନକ୍ଷମ) ଟି-୨୦ ୱାର୍ଲ୍ଡ ସିରିଜ ଖେଳାଯାଉଥିଲା । ଏଥିରେ ଭାରତ ୩୭ ରନରେ ଇଂଲଣ୍ଡକୁ ତା’ ନିଜ ମାଟିରେ ହରାଇ ଚାମ୍ପିୟନ୍ ହୋଇଛି। ଏଥିରେ ବାଂଲାଦେଶ,...
Cricketଅଷ୍ଟ୍ରେଲିଆ –ଇଂଲଣ୍ଡ ଦ୍ୱିତୀୟ ଆଶେସ ଟେଷ୍ଟOdisha Sports BureauAugust 14, 2019 by Odisha Sports BureauAugust 14, 201901397 (ଓଡିଶାସ୍ପୋର୍ଟସ ): ଆଜି ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଆଶେସ୍ ଟେଷ୍ଟ ଖେଳାଯିବ। ଏଥିପାଇଁ ଅଷ୍ଟ୍ରେଲିଆ ତା’ର ୧୨ଜଣିଆ ସ୍କ୍ୱାଡର ଘୋଷଣା କରିଛି। ଏହି ସ୍କାଡରୁ ପେସ୍ ବୋଲର...
Cricket୨୦୨୦ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ମହିଳା ଟି-୨୦ କିକ୍ରେଟOdisha Sports BureauAugust 13, 2019 by Odisha Sports BureauAugust 13, 201901175 (ଓଡିଶାସ୍ପୋର୍ଟସ ): ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ମହିଳା ଟି-୨୦ କିକ୍ରେଟକୁ ସାମିଲ କରାଯାଇଛି । ଅନ୍ତର୍ଜାତୀୟ କିକ୍ରେଟ ପରିଷଦ (ଆଇସିସି) ଓ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ସଂଘ (ସିଜିଏଫ) ଏହାର ସୂଚନା ଦେଇଛି ।...
Cricketଅଲମ୍ପିକ୍ସରେ ସାମିଲ ହେବ କିକ୍ରେଟOdisha Sports BureauAugust 13, 2019 by Odisha Sports BureauAugust 13, 201901211 (ଓଡିଶାସ୍ପୋର୍ଟସ ): କିକ୍ରେଟ ଓ କିକ୍ରେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଏବେ ଖୁବଶୀଘ୍ର ଅଲମ୍ପିକ୍ସ ଗେମ୍ସରେ କିକ୍ରେଟକୁ ସାମିଲ କରାଯିବ ବୋଲି ଆଇସିସି ଇଚ୍ଛା ପ୍ରକାଶ କରିଛି । ଇଂଲଣ୍ଡର ପୂର୍ବତନ...
Cricketରାଜସ୍ଥାନ ରୟାଲସ ପକ୍ଷରୁ ଖେଳି ନପାରନ୍ତି ରାହାଣେOdisha Sports BureauAugust 12, 2019 by Odisha Sports BureauAugust 12, 201901156 (ଓଡିଶାସ୍ପୋର୍ଟସ ): ଆଜିଙ୍କ୍ୟ ରାହାଣେ ଆଇପିଏଲର ପରବର୍ତ୍ତୀ ସଂସ୍କରଣରେ ରାଜସ୍ଥାନ ରୟାଲସ ପକ୍ଷରୁ ଖେଳି ନପାରନ୍ତି । କାରଣ ସେ ଦିଲ୍ଲୀ କ୍ୟାପିଟାଲ ପକ୍ଷରୁ ଖେଳିପାରନ୍ତି । ଏ ନେଇ ଦୁଇ ଫ୍ରାଞ୍ଚାଇଜିଙ୍କ ମଧ୍ୟରେ...
Cricketକିକ୍ରେଟ ପଡ଼ିଆରେ ସ୍ମାର୍ଟ ବଲOdisha Sports BureauAugust 12, 2019 by Odisha Sports BureauAugust 12, 201901310 (ଓଡିଶାସ୍ପୋର୍ଟସ ): କିକ୍ରେଟ ପଡ଼ିଆରେ ସ୍ମାର୍ଟ ବଲରେ ଖେଳିବେ ଖେଳାଳୀ । ବ୍ୟାଟରେ ସେନସର୍ ଲଗାଯିବା ପରେ ଏବେ କ୍ରିକେଟରେ ‘ସ୍ମାର୍ଟବଲ୍’ ଦେଖିବାକୁ ମିଳିବ, ଯେଉଁଥିରେ ମାଇକ୍ରୋଚିପ୍ ଲାଗିଥିବ। କ୍ରିକେଟକୁ ଅଧିକ ସ୍ୱଚ୍ଛ କରିବା...
Cricketଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆOdisha Sports BureauAugust 11, 2019 by Odisha Sports BureauAugust 11, 201901138 (ଓଡିଶା ସ୍ପୋର୍ଟ): ଆଜି ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯିବ । ପୋର୍ଟ ଅଫ ସ୍ପେନରେ ସଂଧ୍ୟା ୭ଟାରେ ଏହି ମ୍ୟାଚ ମଜା ଉଠାଇପାରିବେ ଦର୍ଶକ । ପ୍ରଥମ ଦିନିକିଆରେ ବର୍ଷା ସାଜିଥିଲା...
Cricketକିକ୍ରେଟରଙ୍କ ଡ଼ୋପ ଟେଷ୍ଟ ପାଇଁ ନାଡ଼ାକୁ ସହମତି ପ୍ରଦାନ କଲା ବିସିସିଆଇOdisha Sports BureauAugust 9, 2019 by Odisha Sports BureauAugust 9, 201901265 (ଓଡିଶାସ୍ପୋର୍ଟସ ): ଏବେ ସମସ୍ତ କ୍ରିକେଟରଙ୍କ ଡୋପିଂ ଟେଷ୍ଟ ନାଡା କରିବ। କାରଣ ଦୀର୍ଘ ଦିନ ପରେ କ୍ରିକେଟ୍ ବୋର୍ଡ ବିସିସିଆଇ ରାଷ୍ଟ୍ରୀୟ ଡୋପିଂ ନିରୋଧକ ସଂସ୍ଥା( ନାଡା) ଅଧିନକୁ ଆସିବା ନେଇ ସହମତି...
Cricketଟେଷ୍ଟ ମ୍ୟାଚ ପାଇଁ ଶ୍ରୀଲଙ୍କା ଦଳ ଘୋଷଣାOdisha Sports BureauAugust 8, 2019 by Odisha Sports BureauAugust 8, 201901217 (ଓଡିଶା ସ୍ପୋର୍ଟସ ): ଆଜି ଟେଷ୍ଟ ସିରିଜ ପାଇଁ ଶ୍ରୀଲଙ୍କା ଦଳ ଘୋଷଣା କରାଯାଇଛି । ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ୨୨ ଜଣିଆ ଦଳ ଘୋଷଣା...