Category : Cricket

Cricket

ଏପ୍ରିଲ୧୫ରେ ବିଶ୍ୱକପ ଦଳ ଘୋଷଣା

(ଓଡିଶା ସ୍ପୋର୍ଟ): ଆଇସିସି କ୍ରିକେଟ ବିଶ୍ୱ କପ ୨୦୧୯ ମେ ୩୦ରୁ ଆରମ୍ଭ ହେବାକୁ ଯାଉଛି।ଏପ୍ରିଲ୧୫ତାରିଖରେ ଭାରତୀୟ ବିଶ୍ୱକପ ଦଳ ଘୋଷଣା କରାଯିବ ବୋଲି ସୂଚନା ଦେଇଛି ବିସିସିଆଇ। ବିଶ୍ୱକପ ଖେଳିବା ପାଇଁ ଭାରତୀୟ...
Cricket

ଆଇପିଏଲ ୨୦୧୯, କେଉଁ ଦଳ ଆଗରେ

(ଓଡିଶା ସ୍ପୋର୍ଟ): ଆଇପିଏଲ ୨୦୧୯ଦ୍ୱାଦଶ ସଂସ୍କରଣର ଏପର୍ୟ୍ୟନ୍ତ ୨୧ଟି ମ୍ୟାଚ ଖେଳାଯାଇ ସାରିଲାଣି।୨୦ତମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ଓ୍ଵିକେଟ୍ରେ ହରାଇଥିବା ବେଳେ୨୧ତମ ମ୍ୟାଚ୍ରେ ରାଜସ୍ଥାନରୟାଲ୍ସକୁ ଅତି ସହଜରେ ୮...
Cricket

ବିରାଟଙ୍କ ନାମରେ ୮ହଜାର ରନ୍

(ଓଡିଶା ସ୍ପୋର୍ଟ): ଗତକାଲି ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ରେକର୍ଡ଼ ପୃଷ୍ଠାରେ ଅନ୍ୟ ଏକ ଫର୍ଦ୍ଦ ଯୋଡ଼ିଛନ୍ତି । ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ ସ୍ଥାପନ କରିଚାଲିଛନ୍ତି । ବିରାଟ...
Cricket

ବିଶ୍ୱ କପ୍ ପାଇଁ ପାକିସ୍ତାନର୨୩ ଜଣିଆ ସମ୍ଭାବ୍ୟ ଦଳ

ଇଂଲଣ୍ଡ ଓ ୱେଲ୍ସରେ ହେବାକୁ ଥିବା ଆଇସିସି ବିଶ୍ୱ କପ୍ ପାଇଁ ପାକିସ୍ତାନ ୨୩ ଜଣିଆ ସମ୍ଭାବ୍ୟ ଖେଳାଳିଙ୍କ ନାମ ଘୋଷଣା କରିଛି।ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ,...
Cricket

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଗ୍ନିପରୀକ୍ଷା

(ଓଡିଶା ସ୍ପୋର୍ଟ): ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ କର ବା ମର ସ୍ଥିତି । ବିରାଟ କୋହଲି ଏବେ ଭାରି ଚିନ୍ତାରେ । କାରଣ ଚଳିତ ଆଇପିଏଲ୍‌ରେ ତାଙ୍କ ଟିମ୍‌ ଗୋଟିଏ ହେଲେ...
Cricket

ମହେନ୍ଦ୍ର ସିଂହ ଧୋନିଙ୍କ ୪,୦୦୦ ରନ

(ଓଡ଼ିଶାସ୍ପୋର୍ଟ):ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ୪,୦୦୦ ରନ୍ପୂ ରଣ କରିଛନ୍ତି ମହେନ୍ଦ୍ର ସିଂହ ଧୋନି। ଏଭଳି କରିବାରେ ସେ ଦ୍ବିତୀୟ ଖେଳାଳି ହୋଇଛନ୍ତି। ପୂର୍ବରୁ ସୁରେଶ ରାଇନା ପ୍ରଥମ ଖେଳାଳି ଭାବେ ସିଏସ୍କେ...
Cricket

ବିଶ୍ୱକପ ପାଇଁ ନ୍ୟୁଜିଲ୍ୟାଣ୍ଡ ଦଳ ଘୋଷିତ

(ଓଡ଼ିଶାସ୍ପୋର୍ଟ):ଇଂଲଣ୍ଡରେ ହେବାକୁ ଥିବା ଆଇ ସି ସି ବିଶ୍ୱକପ୍ପା ଇଁ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟିମ ଭାବେ ୧୫ ଜଣିଆ ଦଳର ଘୋଷଣା କରିଛି। ଏହି ଟିମର ନେତୃତ୍ୱ ନେବେ କେନୱିଲିୟମସନ। ତେବେ ସବୁଠାରୁ ସରପ୍ରାଇଜ...
Cricket

ଆଇପିଏଲ ରେ ଧୋନୀ-ରୋହିତ ଟକ୍କର

Odisha Sports Bureau
(ଓଡ଼ିଶାସ୍ପୋର୍ଟ):ଆଇପିଏଲ ମହାଟକ୍କର। ଆଜି ମୁହାଁମୁହିଁ ହେବେ ଇଣ୍ଡିଆନ ପ୍ରିମିୟର ଲିଗର ପ୍ରମୁଖ ପ୍ରତିଦ୍ୱନ୍ଦୀ ମୁମ୍ବାଇଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ। ତେବେ ରୋହିତ ଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଓ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ହାଇ...
Cricket

ଟେଷ୍ଟ କ୍ରିକେଟ ନିୟମରେ ପରିବର୍ତ୍ତନ

(ଓଡ଼ିଶାସ୍ପୋର୍ଟ):ଟେଷ୍ଚ କ୍ରିକେଟରେ ହେବାକୁ ଯାଉଛ ିବଡ ଼ପରିବର୍ତ୍ତନା ଏହା ଆଇସିସି ପକ୍ଷରୁ ଘୋଷଣା କରାଯାଇଛି। ନୂଆ ପରିବର୍ତ୍ତନ ରେଟସ୍ ଠାରୁ ଆରମ୍ଭ କରି ଚୌକା, ଛକା, ନୋଓହ୍ୱାଇଟ୍ବଲ ଏବଂ ଆଉଟ୍କରିବାର ପ୍ରକ୍ରିୟା ମଧ୍ୟ ସାମିଲ...
Cricket

ରୋହିତ୍ଙ୍କ ପରେ ରାହାଣେଙ୍କ ଉପରେ ଜୋରିମାନା

(ଓଡ଼ିଶାସ୍ପୋର୍ଟ):ରାଜସ୍ଥାନ ରୟାଲ୍ସ ଅଧିନାୟକ ଆଜିଙ୍କ୍ୟ ରାହାନେଙ୍କୁ ଦଣ୍ଡିତ କରାଯାଇଛି। ଗତକାଲିର ଆଇପିଏଲ ମ୍ୟାଚରେ ଭୁଲ କରି ବଡ଼ଦଣ୍ଡ ପାଇଛନ୍ତିା ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ରେ ଧୀମା ବୋଲିଂ ପାଇଁ ତାଙ୍କୁ ଆର୍ଥିକ...