Cricketଅଷ୍ଟ୍ରେଲିଆ ବିରୋଧରେ ଅଶ୍ୱିନଙ୍କ ନୂଆ ରଣନୀତିOdisha Sports BureauDecember 3, 2018 by Odisha Sports BureauDecember 3, 20180541 (ଓଡିଶା ସ୍ପୋର୍ଟ): ଆସନ୍ତା ୬ ତାରିଖରୁ ଆଡିଲେଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁ ପ୍ରତୀକ୍ଷିତ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଭାରତୀୟ ଦଳର ବ୍ୟାଟସମ୍ୟାନ ଚେତେଶ୍ଵର ପୂଜାରା କହିଛନ୍ତି...
Cricketଇଣ୍ଡିଆର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ପୁଣିଥରେ ରାଜନୀତିରେOdisha Sports BureauDecember 1, 2018 by Odisha Sports BureauDecember 1, 20180559 (ଓଡିଶା ସ୍ପୋର୍ଟ଼): ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ରାଜନୀତିକ କ୍ୟାରିୟର ପୁଣିଥରେ ଆରମ୍ଭ ହୋଇଛି । ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ତାଙ୍କୁ ରାଜ୍ୟର କାର୍ୟ୍ୟକାରୀ ସଭାପତି ଭାବେ ନିଯୁକ୍ତ...
Cricketପୃଥ୍ୱୀ ଶାଁଙ୍କ ପାଦରେ ଆଘାତ ଲାଗିବା କାରଣରୁ ସିଡନୀରେ ଆରମ୍ଭ ହେବାକୁ ଥିବା ଟେଷ୍ଟରୁ ବାହାର ହୋଇଛନ୍ତି ।Odisha Sports BureauNovember 30, 2018 by Odisha Sports BureauNovember 30, 20180780 (ଓଡିଶା ସ୍ପୋର୍ଟ): ଭାରତର ନୂତନ ବ୍ୟାଷ୍ଟ୍ ମ୍ୟାନ୍ ପୃଥ୍ୱୀ ଶାଁ ଅଷ୍ଟ୍ରେଲିଆ ବିପକ୍ଷରେ ଡିସେମ୍ବର ୬ ତାରିଖରୁ ଆରମ୍ଭ ହେବାକୁୁ ଥିବା ଟେଷ୍ଟରୁ ବାହାର ହୋଇଛନ୍ତି । ଅଷ୍ଟ୍ରେଲିଆ ଇଲେଭେନ୍ ବିପକ୍ଷରେ ଖେଳା ଯାଉଥିବା...
Cricketଭାରତୀୟ ଅଧିନାୟକ ରେକର୍ଡ଼ ଭାଙ୍ଗିପାରନ୍ତିOdisha Sports BureauNovember 28, 2018 by Odisha Sports BureauNovember 28, 20180955 (ଓଡିଶା ସ୍ପୋର୍ଟ): ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ରେ ଆଉ ଏକ ରେକର୍ଡର ଅଧିକାରୀ ହୋଇପାରନ୍ତି। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି । ଅଷ୍ଟ୍ରେଲିଆ ବିପକ୍ଷରେ କୋହଲିଙ୍କ ନାମରେ ଏପର୍ୟ୍ୟନ୍ତ ୫ ଟେଷ୍ଟ...
Cricketସୁରେଶ ରାଇନା ଏମିତି ହିଁ ହୋଇନାହାଁନ୍ତି ଭାରତର ପ୍ରଥମ ଏବଂ ଦୁୁନିଆର ତୃତୀୟ ବ୍ୟାଟ୍ସ୍ ମ୍ୟାନ୍Odisha Sports BureauNovember 27, 2018 by Odisha Sports BureauNovember 27, 20180654 (ଓଡିଶା ସ୍ପୋର୍ଟ): ବାମହାତୀ ବ୍ୟଟ୍ସ୍ ମ୍ୟାନ୍ ଶ୍ରୀଲଙ୍କା ବିପକ୍ଷରେ ୨୦୧୦ ରେ ଡେବ୍ୟୁ କରିଥିଲେ । କିନ୍ତୁ କୋଲମ୍ବୋରେ ଦୁଇ ଟିମ୍ ମଧ୍ୟରେ ଏହି ମ୍ୟାଚ୍ ଡ୍ର ହୋଇଥିଲା । ଏହି ମ୍ୟାଚ୍ ରେ...
Cricketମ୍ୟାନ୍ ଅଫ୍ ଦ ସିରିଜ୍ ମିଳିବା ପରେ ଉତ୍ସାହିତ ହୋଇ ଶିଶୁ ଫ୍ୟାନ୍ସଙ୍କୁୁୁ ନିଜ ବାହୁରେ ତୋଳି ଧରିଥିଲେ ଧାୱନ୍Odisha Sports BureauNovember 26, 2018 by Odisha Sports BureauNovember 26, 201801099 ( ଓଡିଶା ସ୍ପୋର୍ଟ): ସିଡନୀ ଟି-୨୦କୁୁ ୬ ୱେକେଟ୍ ରେ ଜିତି ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଟି୨୦ ମ୍ୟଚ୍ ର ସିରିଜ୍ ୧-୧ରେ ସମାନତା କରିଛନ୍ତି । ବିଜୟର ହିରୋ ବିରାଟ...
Cricketଭାରତର ଦମଦାର ବିଜୟOdisha Sports BureauNovember 26, 2018 by Odisha Sports BureauNovember 26, 20180562 (ଓଡିଶା ସ୍ପୋର୍ଟ): ସିଡ଼ନୀ ରେ ଭାରତର ଦମଦାର ବିଜୟ । ଅଷ୍ଟ୍ରେଲିଆକୁ ୬ ୱିକେଟରେ ମାତ ଦେଲା ଟିମ ଇଣ୍ଡିଆ । ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚକୁ ଜିତି ସିରିଜକୁ ବରାବର କରିଛି...
Cricketଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ବୋଲରଙ୍କୁ ପ୍ରସ୍ତୁତ କରିବେ ସ୍ମିଥ୍ – ୱାର୍ନରOdisha Sports BureauNovember 26, 2018 by Odisha Sports BureauNovember 26, 20180688 (ଓଡିଶା ସ୍ପୋର୍ଟ): ବଲ୍ ସହିତ ଛେଡଛାଡ୍ କରୁୁଥିବା ମାମଲାରେ ଏକ ବର୍ଷ ପାଇଁ ଦଳରୁ ବହିଷ୍କୃତ ହୋଇଥିବା ଅଷ୍ଟ୍ରେଲିଆ କ୍ରିକେଟର ଷ୍ଟିବ୍ ସ୍ମିଥ ଏବଂ ଡେବିଡ୍ ୱାର୍ନର ଟିମ୍ ରୁ ବାହାରେ ରହିବା ସତ୍ୱେ...
Cricketକ୍ରିକେଟ ବୋର୍ଡ଼ ଏନଗିଡ଼ିଙ୍କୁ ୧୨ ସପ୍ତାହ ପାଇଁ ଦଳରୁ ବାଦOdisha Sports BureauNovember 24, 2018 by Odisha Sports BureauNovember 24, 201801380 (ଓଡିଶା ସ୍ପୋର୍ଟ): ଦକ୍ଷିଣ ଆଫ୍ରିକାର ଯୁବ ଦ୍ରୁତ ବୋଲର୍ ଲୁଙ୍ଗି ଏନଗିଡ଼ି ଆସନ୍ତା ଫେବୃଆରୀ ମାସ ଯାଏ କୌଣସି ପ୍ରକାରର କ୍ରିକେଟ ଖେଳିପାରିବେ ନାହିଁ । କିନ୍ତୁ ସେ ବିଶ୍ୱକପକୁ ନିଶ୍ଚିତ ପ୍ରତ୍ୟାବର୍ତ୍ତନ କରିବେ...
Cricketଅଷ୍ଟ୍ରେଲିଆ ତୃତୀୟ ଟି-୨୦ ମ୍ୟାଚ୍ ପାଇଁ ଡକାଇଲା ସବୁଠାରୁ ଖତରନାକ୍ ବୋଲର୍Odisha Sports BureauNovember 24, 2018November 24, 2018 by Odisha Sports BureauNovember 24, 2018November 24, 20180671 (ଓଡିଶା ସ୍ପୋର୍ଟ): ସିଡେନ୍ ରେ ହେବାକୁଥିବା ତୃତୀୟ ଏବଂ ନିର୍ଣ୍ଣୟକ ଟି-୨୦ ପୂର୍ବରୁ ଭାରତୀୟ ଟିମ୍ ପାଇଁ ଏକ ଖରାପ ଖବର ଆସୁଛି । ଅଷ୍ଟ୍ରେଲିଆ ନିଜର ସବୁଠାରୁ ପ୍ରମୁଖ ସ୍ପିଡ୍ ବୋଲର ମିଚେଲ୍ ଷ୍ଟାର୍କଙ୍କୁ...