Cricketବୟସ ଓ ଫିଟ୍ନେସ୍ ସମସ୍ୟା ଯୋଗୁ ସବୁ ପ୍ରକାରର କ୍ରିକେଟ୍ରୁ ଅବସର ନେଲେ ମୁନାଫ ପଟେଲ୍Odisha Sports BureauNovember 10, 2018 by Odisha Sports BureauNovember 10, 20180718 (ଓଧିଶା ସ୍ପୋର୍ଟ): ଦୀର୍ଘ ୨୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଭାରତ ୨୦୧୧ରେ ବିଶ୍ୱକପ୍ ଜିତିଥିଲା। ଏହି ବିଜୟର ଅନ୍ୟତମ ନାୟକ ତଥା ଭାରତୀୟ ପେସ୍ ବାହିନୀର ମଙ୍ଗ ସମ୍ଭାଳିଥିବା ମୁନାଫ ପଟେଲ୍ ଆଜି...
Cricketପଡିଆ ମଧ୍ୟରେ ଟଳିପଡିଲେ ପାକିସ୍ତାନ ବ୍ୟାଟ୍ସ ମ୍ୟାନ୍ ଇମାମOdisha Sports BureauNovember 10, 2018November 10, 2018 by Odisha Sports BureauNovember 10, 2018November 10, 20180532 ପାକିସ୍ତାନ ଶୁକ୍ରବାର ଦିନ ଆବୁୁଧାବିରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍ ରେ ୬ ୱେକେଟରେ ହରାଇଥିଲା, କିନ୍ତୁ ଟିମ୍ ଏହି ବିଜୟର ଖୁସି ମନାଇପାରିନାହିଁ କାରଣ ଇମାମ ଉଲ ହକ୍ ଗମ୍ଭିର ରୂପରେ ଆଘାତ...
Cricketହରମନପ୍ରିତ୍ ଧୁଆଁଧାର ଶତକ ସହିତ ରଚିଲେ ଇତିହାସ, ବିଶ୍ୱ କପ୍ ର ପ୍ରଥମ ମ୍ୟାଚରେ ଲଗାଇଲେ ରେକର୍ଡର ଝଡିOdisha Sports BureauNovember 10, 2018 by Odisha Sports BureauNovember 10, 20180510 (ଓଡିଶା ସ୍ପୋର୍ଟ): ହରମନପ୍ରିତଙ୍କ ଧୁଆଁଧାର ଶତକରେ ମହିଳା ଟି-ଟ୍ୱେଣ୍ଟି ବିଶ୍ୱ କପ୍ ରେ ଜୋରଦାର ପ୍ରଦର୍ଶନ ହୋଇଅଛି । ଭାରତ- ନ୍ୟୁଜଲ୍ୟାଣ୍ଡ୍ ମଧ୍ୟରେ ହୋଇଥିବା ବିଶ୍ୱ କପ୍ ଉଦଘାଟନୀ ମ୍ୟାଚରେ ଭାରତୀୟ ଟିମର କ୍ୟାପଟେନ୍...
Cricketମହିଳା ଟି-୨୦ ବିଶ୍ୱକପ୍; ନ୍ୟୁଜିଲାଣ୍ଡକୁ ୩୪ ରନ୍ ରେ ହରାଇ ବିଜୟ ହେଲା ଭାରତOdisha Sports BureauNovember 10, 2018 by Odisha Sports BureauNovember 10, 20180665 (ଓଡ଼ିଶା ସ୍ପୋର୍ଟ): ଗତକାଲି ଠାରୁ ଆରମ୍ଭ ହୋଇଛି ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ । ୱେଷ୍ଟଇଣ୍ଡିଜ୍ରେ ଗୁଏନାଠାରେ ଆୟୋଜିତ ଏହି ବିଶ୍ୱକପ୍ରେ ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚ୍ରେ ବିଜୟୀ ହୋଇଛି। ଦଳ ନ୍ୟୁଜିଲ୍ୟାଣ୍ଡକୁ...
Cricketଦିଲ୍ଲୀ ଡ଼େୟାରଡ଼େଭିଲ୍ସ ଦଳର ସହାୟକ କୋଚ୍ ହେବେ ମହମ୍ମଦ କୈଫOdisha Sports BureauNovember 10, 2018 by Odisha Sports BureauNovember 10, 20180495 ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ ମହମ୍ମଦ କୈଫଙ୍କୁ ଆଗାମୀ ଆଇପିଏଲ୍ ସଂସ୍କରଣ ପାଇଁ ଦିଲ୍ଲୀ ଡ଼େୟାରଡ଼େଭିଲ୍ସ ଟିିମର ସହାୟକ କୋଚ୍ ଭାବରେ ଗ୍ରହଣ କରାଯାଇଛି । ଟିମ୍ ପକ୍ଷରୁ ହୋଇଥିବା ଘୋଷଣା ଅନୁସାରେ ଦିଲ୍ଲୀ...
Cricketଆଇପିଏଲ୍ ର ୧୨ତମ ସଂସ୍କରଣରେ ଫାଷ୍ଟ୍ ବୋଲରମାନେ ଖେଳିବେନି, ବିସିସିଆଇକୁ ପ୍ରସ୍ତାବ ଦେଇଛନ୍ତି ବିରାଟ କୋହଲିOdisha Sports BureauNovember 8, 2018November 8, 2018 by Odisha Sports BureauNovember 8, 2018November 8, 20180799 (ରିପୋର୍ଟସ ଟୁଡ଼େ): ଆସନ୍ତାବର୍ଷ ବିଶ୍ୱକପ୍ କ୍ରିକେଟ୍ ଖେଳାଯିବ। ଏହା ହେବ ୧୨ତମ ସଂସ୍କରଣ। ମେ’ ୩୦ ତାରିଖରୁ ଜୁଲାଇ ୧୪ ତାରିଖ ଯାଏ ଇଂଲଣ୍ଡରେ ଅନୁଷ୍ଠିତ ହେବ ବିଶ୍ୱକପ୍ କ୍ରିକେଟ୍ । ଆଇପିଏଲ୍ର ୧୨ତମ...
Cricketଆଇପିଏଲ୍ର ୧୨ତମ ସଂସ୍କରଣରେ ଫାଷ୍ଟ୍ ବୋଲରମାନେ ଖେଳିବେନି, ବିସିସିଆଇକୁ ପ୍ରସ୍ତାବ ଦେଇଛନ୍ତି ବିରାଟ କୋହଲିOdisha Sports BureauNovember 8, 2018 by Odisha Sports BureauNovember 8, 201801198 ଆସନ୍ତାବର୍ଷ ବିଶ୍ୱକପ୍ କ୍ରିକେଟ୍ ଖେଳାଯିବ। ଏହା ହେବ ୧୨ତମ ସଂସ୍କରଣ। ମେ’ ୩୦ ତାରିଖରୁ ଜୁଲାଇ ୧୪ ତାରିଖ ଯାଏ ଇଂଲଣ୍ଡରେ ଅନୁଷ୍ଠିତ ହେବ ବିଶ୍ୱକପ୍ କ୍ରିକେଟ୍ । ଆଇପିଏଲ୍ର ୧୨ତମ ସଂସ୍କରଣ ଶେଷ...
Cricketପ୍ଲେଇଙ୍ଗ୍ ଇଲେଭେନକୁ ଫେରି ପାରନ୍ତି ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ ଓ ଡେଭିଡେ ଓ୍ଵାର୍ଣ୍ଣରOdisha Sports BureauNovember 8, 2018 by Odisha Sports BureauNovember 8, 201801179 ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ ଓ ଡେଭିଡେ ଓ୍ଵାର୍ଣ୍ଣର ପ୍ଲେଇଙ୍ଗ୍ ଇଲେଭେନକୁ ଫେରି ପାରନ୍ତି । ଟିମ୍ ଇଣ୍ଡିଆ ବିପକ୍ଷ ସିରିଜରେ ଏହି ଦୁଇ କ୍ରିକେଟର ଖେଳି ପାରନ୍ତି । ସେମାନଙ୍କ ଉପରେ ଲାଗିଥିବା ବାସନ୍ଦାଦେଶ...
Cricket୨୧ ରୁ ଆରମ୍ଭ ହେବ ଟି – ୧୦ ଲିଗ୍Odisha Sports BureauNovember 7, 2018 by Odisha Sports BureauNovember 7, 201801220 ( ଓଡ଼ିଶାସ୍ପୋର୍ଟ): ଟି-୧୦ ଲିଗ ଦୁବାଇର ସାରଜା କ୍ରିକେଟ ଷ୍ଟାଡିୟମରେ ନଭେମ୍ବର ୨୧ରୁ ଆରମ୍ଭ ହେବ । ଲିଗର ଫାଇନାଳ ମ୍ୟାଚ ଡିସେମ୍ବର ୨ରେ ଖେଳାଯିବ । ଏନେଇ ଦୁବାଇରେ ଭାରତର ପୂର୍ବତନ କ୍ରିକେଟରଙ୍କ...
Cricketଟି – ଟ୍ବେଣ୍ଟି ମ୍ୟାଚ– ଇଣ୍ଡିଜ୍ କୁ ୭୧ରନ୍ରେ ପରାସ୍ତ କଲା ଭାରତOdisha Sports BureauNovember 7, 2018 by Odisha Sports BureauNovember 7, 201801142 ଆଲୋକର ପର୍ବ ‘ଦୀପାବଳି’ ପାଇଁ ସମଗ୍ର ଭାରତ ବର୍ଷ ରଙ୍ଗ ବେରଙ୍ଗର ଆତସବାଜିରେ ଝଲସି ଉଠିବ। ଲକ୍ଷ୍ନୌର ନବନିର୍ମିତ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମଙ୍ଗଳବାର ରୋହିତ ରୋମାଞ୍ଚ ଦେଖିବାକୁ...