Cricketଭାରତକୁ ଏବେ ଭଗବାନ ଭରସା, ଜିମ୍ବାୱେ ବିପକ୍ଷ ମ୍ୟାଚ୍ ରେ କର ବା ମର ସ୍ଥିତିOdisha Sports BureauFebruary 24, 2026 by Odisha Sports BureauFebruary 24, 2026029 ନୂଆଦିଲ୍ଲୀ: ଚଳିତ ICC Men’s T20 World Cupରେ ଗ୍ରୁପ୍ ପର୍ଯ୍ୟାୟରେ ଅପରାଜିତ ଥିବା ଭାରତୀୟ ଦଳ ସୁପର୍-୮ରେ ପ୍ରଥମ ମ୍ୟାଚ୍ରେ ସାଉଥ୍ ଆଫ୍ରିକାଠାରୁ ପରାଜିତ ହେବା ପରେ ଏବେ ଅପ୍ରତ୍ୟାଶିତ ସଙ୍କଟରେ ପଡ଼ିଛି।...
Cricketଘୋଷଣା ହେଲା ସିଡ୍ୟୁଲ୍, ଜୁନ୍ ୧୨ରୁ ମହିଳା ଟି-୨୦ ବିଶ୍ବକପ୍Odisha Sports BureauFebruary 24, 2026 by Odisha Sports BureauFebruary 24, 2026017 ନୂଆଦିଲ୍ଲୀ: ଆଇସିସି ପକ୍ଷରୁ ଜୁନ ୧୨ରୁ ଜୁଲାଇ ୫, ୨୦୨୬ ପର୍ଯ୍ୟନ୍ତ ଇଂଲଣ୍ଡରେ ହେବାକୁ ଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ୱକପ୍ର ସଂପୂର୍ଣ୍ଣ ଖେଳସୂଚୀ ଜାରି ହୋଇଛି। ଗ୍ରୁପ୍ ବିଭାଜନ ଗ୍ରୁପ୍ ‘ଏ’: ଅଷ୍ଟ୍ରେଲିଆ, ଭାରତ,...
Cricketଦକ୍ଷିଣ ଆଫ୍ରିକାଠୁ ହାରି ଚିନ୍ତାରେ ଭାରତ, କେମିତି ଯିବ ସେମିକୁOdisha Sports BureauFebruary 24, 2026 by Odisha Sports BureauFebruary 24, 2026018 ନୂଆଦିଲ୍ଲୀ: ଭାରତପାଇଁ ଦକ୍ଷିଣ ଆଫ୍ରିକା ପାଖରୁ ମିଳିଥିବା ଶୋଚନୀୟ ପରାଜୟ ସେମି ଫାଇନାଲ୍ ଦୌଡ଼କୁ ଜଟିଳ କରିଦେଇଛି। ଏହା ସହ ୱେଷ୍ଟଇଣ୍ଡିଜ୍ ଦ୍ୱାରା ଜିମ୍ବାୱେ ବିପକ୍ଷରେ ୧୦୭ ରନର ବିଶାଳ ବିଜୟ ଗ୍ରୁପ-୧ର ପଏଣ୍ଟ...
Cricketସୁପର–୮ରେ ଭାରତକୁ ଝଟକା, ସେମି ରେସ୍ ଜଟିଳOdisha Sports BureauFebruary 23, 2026 by Odisha Sports BureauFebruary 23, 2026016 ନୂଆଦିଲ୍ଲୀ: ICC Men’s T20 World Cupର ସୁପର–୮ ପର୍ଯ୍ୟାୟରେ ନିଜର ପ୍ରଥମ ମୁକାବିଲା ହାରିଛି India national cricket team। ଶୋଚନୀୟ ପରାଜୟ ପରେ ଦଳର ବ୍ୟାଟିଂ ଦୁର୍ବଳତା ସ୍ପଷ୍ଟ ହୋଇପଡ଼ିଛି। ବିଜୟ...
Cricketଦଳରେ ରହିବେ, କିନ୍ତୁ ମ୍ୟାଚ୍ ଖେଳିବେନି ଧୋନୀ !Odisha Sports BureauFebruary 23, 2026 by Odisha Sports BureauFebruary 23, 2026013 ଚଳିତ ଆଇ.ପି.ଏଲ୍ ସିଜିନରେ, ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳିବେ ମହେନ୍ଦ୍ର ସିଂହ ଧୋନି । ସି.ଏସ.କେ ମ୍ୟାନେଜମେଣ୍ଟ, ଧୋନୀଙ୍କ ଦଲରେ ରହିବା ନିଶ୍ଚିତ କରିଛି । କିନ୍ତୁ କାର୍ଯ୍ୟଭାର ପରିଚାଳନା ଯୋଗୁଁ ସେ...
Cricketଭାରତକୁ ବଡ଼ ଲକ୍ଷ ଦେଲା ଦକ୍ଷିଣ ଆଫ୍ରିକା, ୧୮୮ର ଟାର୍ଗେଟ୍Odisha Sports BureauFebruary 22, 2026 by Odisha Sports BureauFebruary 22, 2026016 ଅହମଦାବାଦ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ପରିଚାଳିତ ଟି-୨୦ ବିଶ୍ବକପ୍ ୨୦୨୬ର ସୁପର-୮ ପର୍ଯ୍ୟାୟରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି।...
Cricketଏସିଆରେ ପୁଣି ଭାରତର ଦବଦବା: ମହିଳା ‘ଏ’ ଦଳର ଏସିଆ କପ୍ ବିଜୟOdisha Sports BureauFebruary 22, 2026 by Odisha Sports BureauFebruary 22, 2026015 ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ପାଇଁ ଆଜିର ଦିନଟି ଇତିହାସର ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ। ‘ଡିପି ୱାର୍ଲ୍ଡ ମହିଳା ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୬’ ଫାଇନାଲ୍ରେ ଭାରତୀୟ ମହିଳା ‘ଏ’...
Cricketଟସ୍ ଜିତିଲା ସାଉଥ୍ ଆଫ୍ରିକା, ଫିଲ୍ଡିଂ କରିବ ଭାରତOdisha Sports BureauFebruary 22, 2026 by Odisha Sports BureauFebruary 22, 2026016 ଅହମଦାବାଦ: ରବିବାର ICC Men’s T20 World Cup 2026 ର ସୁପର-୮ ପର୍ଯ୍ୟାୟରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁତ୍ଵପୁର୍ଣ୍ଣ ମୁକାବିଲା Narendra Modi Stadium, ଅହମଦାବାଦରେ ଖେଳାଯାଉଛି। ମ୍ୟାଚ୍ରେ ଦକ୍ଷିଣ...
Cricketଅଷ୍ଟ୍ରେଲିଆକୁ ୧୭ ରନରେ ପରାସ୍ତ କରି ୨-୧ରେ ସିରିଜ୍ ଜିତିଲା ଭାରତOdisha Sports BureauFebruary 21, 2026 by Odisha Sports BureauFebruary 21, 2026014 ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ୧୭ ରନରେ ପରାସ୍ତ କରି ଭାରତ ୨-୧ରେ ସିରିଜ୍ ଜିତିଛି । ଏହି ବିଜୟ ସହିତ ଭାରତୀୟ ମହିଳା ଦଳ ଇତିହାସ ରଚିଛି । ଟିମ୍ ଇଣ୍ଡିଆ...
Cricketଭାରତର ବଡ଼ ବିଜୟ, ୧୭ ରନରେ ଅଷ୍ଟ୍ରେଲିଆକୁ ହରାଇ ରଚିଲା ଇତିହାସOdisha Sports BureauFebruary 21, 2026 by Odisha Sports BureauFebruary 21, 2026032 ନୂଆଦିଲ୍ଲୀ: ତୃତୀୟ ଟି-୨୦ରେ ଭାରତ ଅଷ୍ଟ୍ରେଲିଆକୁ ୧୭ ରନରେ ପରାସ୍ତ କରି ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୨-୧ରେ ଜିତିଛି। Adelaideରେ ଖେଳାଯାଇଥିବା ଏହି ନିର୍ଣ୍ଣାୟକ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି...