ଟି-୨୦ ବିଶ୍ୱକପ୍ ୨୦୨୬: କଲମ୍ବୋ ମୁକାବିଲା ପୂର୍ବରୁ ସଲମାନ ଅଲି ଆଗାଙ୍କ ବଡ଼ ବୟାନ
କଲମ୍ବୋ:୨୦୨୬ ଟି-୨୦ ବିଶ୍ୱକପ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁଥିବା ହାଇଭୋଲ୍ଟେଜ୍ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଅଧିନାୟକ Salman Ali Agha ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଶ୍ରୀଲଙ୍କାର କଲମ୍ବୋରେ ଆସନ୍ତାକାଲି ଏହି ମହାମୁକାବିଲା...
