Footballଭାରତରେ ପୁରୁଷ ଫିଫା ବିଶ୍ୱକପ ପରେ ମହିଳା ବିଶ୍ୱକପOdisha Sports BureauMarch 16, 2019 by Odisha Sports BureauMarch 16, 201901166 (ଓଡ଼ିଶା ସ୍ପୋର୍ଟ):ଭାରତରେ ଆୟୋଜିତ ହେବ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ । ଫିଫା ବିଶ୍ୱକପ୍ ଆୟୋଜନ ଦାୟିତ୍ୱ ପାଇବା ଅତି ଗୌରବର ବିଷୟ । ଗତକାଲି ମିଆମିରେ ବସିଥିବା ଫିଫା ପରିଷଦ...
Footballପଦ୍ମ ପୁରସ୍କାର ସମ୍ମାନରେ ସମ୍ମାନିତ ହେଲେ ୫ଜଣ କ୍ରୀଡ଼ାବିତOdisha Sports BureauMarch 16, 2019 by Odisha Sports BureauMarch 16, 20190403 (ଓଡ଼ିଶା ସ୍ପୋର୍ଟ):ଆଜି ରାଷ୍ଟ୍ରପତି ଭବନରେ ଅୟୋଜିତ ସ୍ୱତନ୍ତ୍ର ପଦ୍ମ ପୁରସ୍କାର ପ୍ରଦାନ କାର୍ୟ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୫ ଜଣ କ୍ରୀଡ଼ାବିତଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ...
Footballକଳିଙ୍ଗ ଷ୍ଟାଡିୟମରେ ସୁପର କପ୍ ଫୁଟବଲ୍Odisha Sports BureauMarch 15, 2019 by Odisha Sports BureauMarch 15, 20190498 (ଓଡିଶା ସ୍ପୋର୍ଟ): ଆଜିଠାରୁ ଆଇଲିଗ୍ ଏବଂ ଆଇଏସ୍ଏଲ୍ର ୨୦ ଦଳକୁ ନେଇ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେଉଛି ସୁପର କପ୍ ଫୁଟବଲ୍ ପ୍ରତିଯୋଗିତା । ଦୁଇ ଦିନ ଧରି ଚାରିଟି ଯୋଗ୍ୟତା ପର୍ୟ୍ୟାୟ ମ୍ୟାଚ୍...
Footballକଳିଙ୍ଗ ଷ୍ଟାଡିୟମରେ ସୁପର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟOdisha Sports BureauMarch 11, 2019 by Odisha Sports BureauMarch 11, 201901126 (ଓଡିଶା ସ୍ପୋର୍ଟ): ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେଶନ ପକ୍ଷରୁ ସୁପର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଦ୍ୱିତୀୟ ସଂସ୍କରଣ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ...
Football୨୧ତମ ଟାଟା ଉତ୍କଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବOdisha Sports BureauMarch 10, 2019March 10, 2019 by Odisha Sports BureauMarch 10, 2019March 10, 20190687 (ଓଡିଶା ସ୍ପୋର୍ଟ):୨୧ତମ ଟାଟା ଉତ୍କଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ ହେବ। ଭୁବନେଶ୍ୱର ୟୁନିଟ-୬ ଆଥଲେଟିକ ଆସୋସିଏସନ ପକ୍ଷରୁ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୨ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖରେ ଶେଷ ହେବ। ଉଦଘାଟନୀ ମ୍ୟାଚ...
Footballବିଜୁ ପଟ୍ଟନାୟକ ଫୁଟ୍ବଲ ପ୍ରତିଯୋଗିତା: ଫାଓ ୧-୦ ଗୋଲ୍ରେ ବିଜୟୀOdisha Sports BureauMarch 8, 2019 by Odisha Sports BureauMarch 8, 20190495 (ଓଡ଼ିଶା ସ୍ପୋର୍ଟ): ଗୁରୁବାର ଗ୍ରୁପ୍ ‘ବି’ର ପ୍ରଥମ ମ୍ୟାଚ୍ରେ ଫୁଟବଲ ଆସୋସିଏସନ ଅଫ୍ ଓଡ଼ିଶା (ଫାଓ) ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଛି। ଇସ୍ପାତ ଷ୍ଟାଡିୟମରେ ଚାଲିଥିବା ପଞ୍ଚଦଶ ସର୍ବଭାରତୀୟ ବିଜୁ ପଟ୍ଟନାୟକ ଫୁଟ୍ବଲ ପ୍ରତିଯୋଗିତାରେ...
Footballକଳିଙ୍ଗ ଷ୍ଟାଡିୟମରେ ମିଆଁମାର ବିଜୟୀOdisha Sports BureauFebruary 16, 2019 by Odisha Sports BureauFebruary 16, 201901152 (ଓଡିଶା ସ୍ପୋର୍ଟ): କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ପ୍ରଥମ ଗୋଲଡ କପ ମହିଳା ଫୁଟବଲ ପ୍ରତିଯୋଗିତାର ମିଆଁମାର ବିଜେତା ହୋଇଛି। ଶୁକ୍ରବାର ଫାଇନାଲରେ ମିଆଁମାର ୩-୧ ଗୋଲରେ ନେପାଳକୁ ପରାସ୍ତ କରି ଅପରାଜେୟ ରହିଥିଲା। ବିଜେତା...
Footballଗୋଲ୍ଡ କପ ମହିଳା ଫୁଟବଲ : ଭାରତକୁ ପରାସ୍ତ କରି ମିଆଁମାର ଫାଇନାଲରେOdisha Sports BureauFebruary 14, 2019 by Odisha Sports BureauFebruary 14, 201901154 (ଓଡିଶା ସ୍ପୋର୍ଟ):କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଗୋଲ୍ଡ କପ ମହିଳା ଫୁଟବଲର ଶେଷ ଲିଗ ମ୍ୟାଚରେ ଭାରତ ୦-୨ ଗୋଲରେ ପରାସ୍ତ ହୋଇଛି । ମିଆଁମାରଠୁ ହାରି ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛି। ଅନ୍ୟପକ୍ଷରେ ଭାରତକୁ...
Footballଫୁଟବଲ ଖେଳୁଥିବା ସମୟରେ ଚାଲିଗଲା ଜୀବନOdisha Sports BureauFebruary 11, 2019 by Odisha Sports BureauFebruary 11, 201901091 (ଓଡିଶା ସ୍ପୋର୍ଟ): ଜଣେ ଓଡ଼ିଆ ଫୁଟବଲ ଖେଳାଳିଙ୍କ ହୃଦଘାତରେ ଚାଲିଗଲା ଜୀବନ। ତାଙ୍କ ନାଁ ରିତିକ ଦାସ। ସେ କୋଲକାତାରେ ଆୟୋଜିତ ଏକ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ବେଳେ ହୃଦଘାତର ଶିକାର ହୋଇଥିଲେ। ସେ...
Footballଏସିଆନ୍ କପ୍ ଫୁଟବଲ କାତାର ଚାମ୍ପିୟନOdisha Sports BureauFebruary 2, 2019 by Odisha Sports BureauFebruary 2, 201901196 (ଓଡିଶା ସ୍ପୋର୍ଟ): ଶୁକ୍ରବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ମଧ୍ୟପ୍ରାଚ୍ୟ ଦେଶ କାତାର ପ୍ରଥମଥର ପାଇଁ ଏସିଆନ୍ କପ୍ ଫୁଟବଲ ଟୁର୍ନାମେଣ୍ଟରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଫେଭରାଇଟ୍ ଜାପାନକୁ ୩-୧ ଗୋଲରେ ପରାସ୍ତ...